ଦେଶ ବିଦେଶମୁଖ୍ୟ ଖବର ମୁମ୍ବାଇ ସିରିଏଲ ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଗିରଫ FOCUS PLUSFebruary 5, 2022 ଭାରତର ସୁରକ୍ଷା ଓ ଗୁଇନ୍ଦା ସଂସ୍ଥାଙ୍କୁ ବଡ଼ ସଫଳତା ୧୯୯୩ UAEରୁ ଗିରଫ ହେଲା ଆତଙ୍କବାଦୀ ଅବୁ ବକ୍ର ଖୁବ୍ଶୀଘ୍ର ତାକୁ UAEରୁ ଭାରତକୁ ଅଣାଯିବ ୨୯ ବର୍ଷ ଧରି ଅବୁ ବକ୍ର ଥିଲା ମୋଷ୍ଟ ୱାଣ୍ଟେଡ୍ ତା ନାଁରେ ଜାରି ହୋଇଥିଲା ରେଡ୍ କର୍ଣ୍ଣର ନୋଟିସ
ଗିରଫ ଭୟରେ ଦେଶ ଛାଡିଲେ ପୂଜା ପୂଜା ଖେଡକରଙ୍କୁ ନେଇ ଆସିଲା ଆଉ ଏକ ବଡ ଖବର। ଗିରଫ ହେବା ଭୟରେ ଦେଶ ଛାଡି ଚାଲିଯାଇଥିବା ଏବେ ଚର୍ଚ୍ଚା ହେଉଛି। ବିବାଦୀୟ ହେଲେ ଶେଷରେ…
‘ଗଙ୍ଗୁବାଇ କାଠିଆୱାଡି’ର ନାଁ ବଦଳିବ! ‘ଗଙ୍ଗୁବାଇ କାଠିଆୱାଡି’ର ନାଁ ବଦଳିବ! ରିଲିଜର ଦୁଇ ଦିନ ପୂର୍ବରୁ ଫିଲ୍ମର ନାଁ ପରିବର୍ତ୍ତନ କରିବାକୁ ସୁପ୍ରିମକୋର୍ଟ ଙ୍କ ପରାମର୍ଶ ସଞ୍ଜୟ ଲୀଲା ଭନସାଲୀଙ୍କ ସିନେମା ଗଙ୍ଗୁବାଇ…
ଷ୍ଟକ୍ ମାର୍କେଟରେ ପଡିଲା ବଜେଟର ପ୍ରଭାବ ବର୍ତ୍ତମାନ ଭାରତୀୟ ଷ୍ଟକ୍ ମାର୍କେଟରେ ପଡିଛି ବଜେଟ ର ପ୍ରଭାବ | ଏପଟେ ଲୋକସଭାରେ ବଜେଟ୍ ଉପସ୍ଥାପନ ହୋଇଥିବା ବେଳେ ସେପଟେ ଭାରତୀୟ ଷ୍ଟକ୍ ମାର୍କେଟରେ ବ୍ୟାପକ…