ରାଜ୍ୟ ଲୋକସଭା ଅନିର୍ଦ୍ଦିଷ୍ଟ କାଳ ପାଇଁ ମୁଲତବୀ Sukanta NayakDecember 20, 2024 ନାରାବାଜି ପାଇଁ ଚାଲିପାରିଲାନି ଗୃହକାର୍ଯ୍ୟଚଳିତ ଅଧିବେଶନର ଶେଷ ଦିନରେ ପ୍ରବଳ ହଙ୍ଗାମାଅମିତ ଶାହଙ୍କ ମନ୍ତବ୍ୟକୁ ବିରୋଧ କରି ନାରାବାଜିଦିନ ୧୨ଟା ଯାଏ ରାଜ୍ୟସଭା ମୁଲତବୀ
ବିଦେଶୀ ମଦ ଜବତ, ୨ ଅଟକ ଫୋକସ ପ୍ଲସ ୧୦/୬/୨୨ (କୋକସରା): ବିଦେଶୀ ମଦ ଜବତ୨ ଅଟକ, ନବରଙ୍ଗପୁର ଜିଲ୍ଲା ମୈଦାଲପୁର ରୁ କଳାହାଣ୍ଡି ସୀମା ଦେଇ ବିଦେଶୀ ମଦ ଚାଲାଣ ବେଳେ ଆମପାଣି…
ନିଖୋଜ ବସ୍ ଡ୍ରାଇଭର ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ । କନ୍ଧମାଳ: ନିଖୋଜ ପର୍ଯ୍ୟଟକ ଗାଡି ଡ୍ରାଇଭର ଗଳିତ ଶବ ଉଦ୍ଧାର କରିଛି ବାଲିଗୁଡା ପୋଲିସ ।ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଥାନା…
ଅମଲାତନ୍ତ୍ର ଓ ମନମାନି ସରକାର ବିରୁଦ୍ଧରେ ଲଢେଇ ଜୋରଦାର ହେବ : କଂଗ୍ରେସ ଫୋକସ ପ୍ଲସ ୧୧/୬/୨୨ (ଭୁବନେଶ୍ୱର): ଶୁକ୍ରବାର ନବନିଯୁକ୍ତ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକ ବିଧିବିଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି । ଶରତଙ୍କୁ ସ୍ୱାଗତ…