ହାଇଦ୍ରାବାଦକୁ ୧୬୯ ରନ୍‌ର ଟାର୍ଗେଟ ଦେଲା ଗୁଜରାଟ।

 IPL 2026 ର ୫୬ତମ ମ୍ୟାଚ୍‌ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ଭେଟିଛି। ଟସ୍‌ ଜିଣି ହାଇଦ୍ରାବାଦ ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା। ସାଈ ସୁଦର୍ଶନ ଏବଂ ୱାସିଂଟନ ସୁନ୍ଦରଙ୍କ ଅର୍ଦ୍ଧଶତକ ବଳରେ ଗୁଜରାଟ ବ୍ୟାଟିଂ କରି ନିର୍ଦ୍ଧାରିତ ୨୦ ଓଭରରେ ୫ଟି ୱିକେଟ୍‌ ହରାଇ ସ୍କୋର ୧୬୮ ରନ୍‌ କରିଛି। ଏହି ମ୍ୟାଚ୍‌ ଜିତିବା ପାଇଁ ହାଇଦ୍ରାବାଦକୁ ୧୬୯ ରନ୍‌ର ଲକ୍ଷ୍ୟ ମିଳିଛି।

Leave a Reply

Your email address will not be published. Required fields are marked *