ଶିକ୍ଷା ୧୬ରୁ +୩ ନାମଲେଖା ଆବେଦନ Sukanta NayakApril 14, 2025 ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ ହେବ ପାଠ୍ୟକ୍ରମ
ଭଞ୍ଜନଗର ଠାକୁରାଣୀ ଯାତ୍ରାରେ ଭକ୍ତଙ୍କ ପ୍ରବଳ ଭିଡ଼ ହିନ୍ଦୁ ଶାସ୍ତ୍ର ଓ ପରମ୍ପରାରେ ବାର ମାସରେ ତେର ଯାତରା . ଆଜ କୁ 18 ଦିନ ହେଲାଣି ଆରମ୍ଭ ହୋଇଯାଛି ଗଞ୍ଜାମ ଘୁମୁସର ମାଟିର ଐତିହ୍ୟ…
ଚାଷୀ ଝିଅ ଆଣିଲେ ଖୁସି ଫୋକସ ପ୍ଲସ (ଡେରାବିଶ): ବାପା ଚାଷୀ ,ଚାଷ କରି ଉତ୍ପାଦିତ ପନିପରିବା ପାଖ ହାଟରେ ବିକ୍ରିକରୀ ପରିବାର ପ୍ରତିପୋଷଣ କରନ୍ତି | କିନ୍ତୁ ଝିଅ କେନ୍ଦ୍ରାପଡ଼ା ମାଟି…
ପାଠପଢା ଛାଡି ସଉଦା ଚାଲିଛି ବିଦ୍ୟାଳୟରେ ଫୋକସ ପ୍ଲସ(ବସ୍ତା)୧୭/୦୮/୨୦୨୨: ବସ୍ତା ବ୍ଲକ୍ ସଦାନନ୍ଦପୁର ଉପ୍ରା ବିଦ୍ୟାଳୟ ରେ ପାଠପଢା ଛାଡ଼ି ମଧ୍ୟାହ୍ନ ଭୋଜନ ସଉଦା କିଣୁଛନ୍ତି ତୃତୀୟ ଶ୍ରେଣୀର ଛାତ୍ର। ସରକାରୀ ବିଦ୍ୟାଳୟରେ ଏମିତି…