accident କେରଳରେ ଭୂସ୍ଖଳନ: ୧୨ ମୃତ Sukanta NayakJuly 30, 2024July 30, 2024 -କେରଳ ୱାଏନାଡରେ ଭୂସ୍ଖଳନ; ୧୨ ମୃତ, ଶତାଧିକ ଫସିଲେ-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ-ଉଦ୍ଧାର କାର୍ଯ୍ୟରେ KSDMA ଓ NDRF-ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17 ଓ ALH ହେଲିକପ୍ଟର
କୋଲକାତାରୁ ପାରାଦୀପ ଆସୁଥିବା ବସ୍ରେ ଅଗ୍ନିକାଣ୍ଡ | କଲିକତା11/11/2023;କଲିକତା (ଶୁକ୍ରବାର) ରାତି ପ୍ରାୟ ୯ଟା ବେଳେ କୋଲ୍କାତାରୁ ୧୫୦ କିମି ଦୂର ୧୬ ନମ୍ବର ଜାତୀୟ ରାଜପଥର ଖଡ଼ଗପୁର ଡେବ୍ରା ନିକଟରେ ଶିବମ୍ ଟ୍ରାଭେଲ୍ସର ‘ସଦାନନ୍ଦ’…
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ବାପ-ପୁଅ ମୃତ, ମା’ ଗୁରୁତର ୨୨୦ ନମ୍ବର ଜାତୀୟ ରାଜପଥ କାଳିକାପୁର ନିକଟରେ ଦୁର୍ଘଟଣା । ଅଟୋକୁ ଧକା ଦେଲା ଟ୍ରକ । ଦୁର୍ଘଟଣାରେ ବାପ ପୁଅ ମୃତ, ମା’ ଗୁରୁତର ।…
ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା ହସ୍ପିଟାଲ୍ରେ ଦୁର୍ଘଟଣା ବୃଦ୍ଧାଙ୍କ ଅକାଳ ମୃତ୍ୟୁଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣାହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ଅକାଳ ମୃତ୍ୟୁଲିଫ୍ଟ ଭିତରେ ଷ୍ଟ୍ରେଚର୍ ସହ ଚାପିହୋଇ…