ଖେଳ ଦିନିକିଆରୁ ଅବସର ନେଲେ ଗ୍ଲେନ୍ Sukanta NayakJune 2, 2025 ଦିନିକିଆରୁ ଗ୍ଲେନ୍ ମ୍ୟାକ୍ସୱେଲଙ୍କ ଅବସର୧୩ ବର୍ଷର ODI କ୍ୟାରିୟରରୁ ନେଲେ ଅବସର୩୮ ବର୍ଷୀୟ ମ୍ୟାକ୍ସୱେଲ୍ ୧୪୯ଟି ODI ଖେଳିଛନ୍ତିଅଷ୍ଟ୍ରେଲିଆର ୨ଟି ବିଶ୍ବକପ୍ ବିଜୟୀ ଦଳର ସଦସ୍ୟ ଥିଲେ
୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ । ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ…
RCBର ବଡ଼ ବିଜୟ, ଦିଲ୍ଲୀକୁ 8 ୱିକେଟରେ ପରାସ୍ତ କଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଦିଲ୍ଲୀ କ୍ୟାପିଟାଲ୍ସକୁ 8 ୱିକେଟରେ ପରାସ୍ତ କରି କ୍ରମାଗତ ଭାବେ ଚତୁର୍ଥ ମହିଳା ପ୍ରିମିୟର ଲିଗ୍ (WPL 2026) ବିଜୟ ହାସଲ କରିଛି।…
ଆଜି ଭାରତ-ଅଷ୍ଟ୍ରେଲିଆ ସେମିଫାଇନାଲ ଅଦ୍ୟାବଧି ଚଳିତ ମହିଳା ଦିନିକିଆ ବିଶ୍ବକପ୍ରେ ପ୍ରାଧାନ୍ୟ ବିସ୍ତାର କରିଛି ଗତଥରର ଚମ୍ପିଆନ୍ ଅଷ୍ଟ୍ରେଲିଆ। ଟୁର୍ଣ୍ଣାମେଣ୍ଟରେ ଏକମାତ୍ର ଦଳ ଭାବେ ଏହା କୌଣସି ମ୍ୟାଚ୍ ହାରିନାହିଁ। ଫର୍ମରେ…