ରାଜ୍ୟ ବିଧାୟକଙ୍କ MLA ପାଣ୍ଠି ବଢାଇଲେ ରାଜ୍ୟ ସରକାର Sukanta NayakFebruary 17, 2025 MLA ସହାୟତା ପାଣ୍ଠି ୩ କୋଟିରୁ ୫ କୋଟିକୁ ବୃଦ୍ଧି-ଏଥିପାଇଁ ବଜେଟ୍ରେ ୭୩୫ କୋଟିର ବ୍ୟବସ୍ଥା-ନିର୍ବାଚନ ମଣ୍ଡଳୀ ଭିତ୍ତିକ ଆବଣ୍ଟନ ପାଇଁ ଆଉ ୧୪୨ କୋଟି
ସୁନ୍ଦରଗଡ଼ରେ ବହି ପଢ଼ ଅଭିଯାନ ସୁନ୍ଦରଗଡ଼ ସହରରେ ଥିବା ଜିଲ୍ଲା ସଂସ୍କୃତି ଭବନସ୍ଥିତ ଜିଲ୍ଲା ପାଠାଗାରଠାରେ ‘ସୁନ୍ଦରଗଡ଼ ବହି ପଢ଼’ ଅଭିଯାନ ଅଧୀନରେ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଛାତ୍ରଛାତ୍ରୀଙ୍କ ମଧ୍ୟରେ ବହି…
ମହିଳା ଙ୍କୁ ଗଳା କାଟି ନିର୍ମମ ହତ୍ୟା ଫୋକସ ପ୍ଲସ ୧୦/୬/୨୨(ଦଶମନ୍ତପୁର):ଜଣେ ବିବାହିତ ମହିଳା ଙ୍କୁ କେହି ଗଳା କାଟି ହତ୍ୟା କରିଥିବା ଭଳି ଘଟଣା କୁ ନେଇ ଏବେ ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।…
ମରଣଯନ୍ତା ସାଜିଛି ଅଧାଗଢା ଲୁଣା ପୋଲ ଫୋକସ ପ୍ଲସ (ଡେରାବିଶ)୧୫/୦୭/୨୦୨୨: ପନ୍ଦର ବର୍ଷ ହେବ ଅଧାଗଢା ହୋଇ ପଡି ରହିଛି ପାଣିଓଳା-ଦାନପୁର ଲୁଣା ପୋଲ. ପାଟକୁରା ଦ୍ବିପlଞ୍ଚଳ ରୁ କଟକ, ଯାଜପୁର,ଭଦ୍ରକ, ଚlନ୍ଦବାଲି କୁ…