ପୁଣି ଗଲା ଏକ ଦନ୍ତାର ଜୀବନ !କଳାହାଣ୍ଡି ଜିଲ୍ଲାର ନର୍ଲା ରେଞ୍ଜ ଅନ୍ତର୍ଗତ କମର୍ଧା ଅଞ୍ ଆସିଲା ଚାଞ୍ଚଲ୍ୟକର ଖବର । ଏକ ଦନ୍ତା ହାତୀର ସନ୍ଦେହଜନକ ମୃତ୍ୟୁ ଘଟିଥିବା ସୂଚନା ।ହାତୀଟିର ମୃତ୍ୟୁ କେମିତି ଏବଂ କେଉଁ ପରିସ୍ଥିତିରେ ଘଟିଲା, ସେନେଇ ଏପର୍ଯ୍ୟନ୍ତ ରହିଛି ଘନ ରହସ୍ୟ ।ସବୁଠାରୁ ବଡ଼ କଥା — ବନ ବିଭାଗ ପାଖରେ ମଧ୍ୟ ନାହିଁ ସ୍ପଷ୍ଟ ସୂଚନା !ଲଗାତାର କଳାହାଣ୍ଡି ଜିଲ୍ଲାରେ ହାତୀ ମୃତ୍ୟୁ ଘଟଣା ସାମ୍ନାକୁ ଆସୁଥିବାବେଳେ, ପୁଣି ଆଉ ଏକ ଦନ୍ତାର ମୃତ୍ୟୁ ବନ ଅଧିକାରୀଙ୍କ ଚିନ୍ତା ବଢ଼ାଇଛି ।ବର୍ତମାନ ସାଧାରଣ ରେ ପ୍ରଶ୍ନ… ହାତୀ ସୁରକ୍ଷା ର ଦାୟିତ୍ୱ କାହାର ?କାହିଁକି ହେଉଛି ଲଗାତାର ହାତୀଙ୍କ ମୃତ୍ୟୁ ?ସାମ୍ନା କୁ ଆସିବ ତ ହାତୀ ମୃତ୍ତୁ ରହସ୍ୟ ?ତେବେ ଏହା ହେଉଛି ବର୍ତ୍ତମାନର ସେଇ ବଡ଼ ଖବର….
ନର୍ଲା ରେଞ୍ଜ ଗଲା ଆଉ ଏକ ଦନ୍ତାହାତୀର ଜୀବନ, ରହସ୍ୟ ଘେରରେ ହାତୀ ମୃତ!
