ନିଶାସକ୍ତ ଅବସ୍ଥାରେ ପୁଅ ର ବାଉଁଶ ଫାଳିଆ ମାଡ଼ ରେ ୭୦ ର୍ବଷୀୟ ବୃଦ୍ଧା ମା ମୃତ ଅଭିଯୋଗ, ଆଣିଲେ ପରିବାର ଲୋକ।
କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଧିନ ବଳରାମପୁର ପଞ୍ଚାୟତ ପାତୁଳୀ ଗ୍ରାମରେ ଏପରି ସଘନ୍ୟ ଘାଟଣା ଦେଖିବାକୁ ମିଳିଛି।
ଘଟଣା ସ୍ଥଳରେ ପୋଲିସ ମୁତୟନ ହେଇଛନ୍ତି ଅଭିଯୁକ୍ତ ପୁଅ ବିଜୟ କୁମାର ସାହୁ ଙ୍କୁ ପୋଲିସ୍ ଅଟକ ରଖିଛି।
ସକାଳ ସମୟରେ ବୃଦ୍ଧା ଙ୍କ ମୃତ ଶରୀର ଘର ର ଚଟାଣ ରେ ପଡ଼ିଥିବା ଦେଖିବାକୁ ମିଳିଥିଲା।
ମୃତ ବୃଦ୍ଧା ହେଉଛନ୍ତି ସେହି ଗ୍ରାମର ନବଘନ ସାହୁଙ୍କ ବୃଦ୍ଧା ପତ୍ନୀ ହିରାମଣି ସାହୁ (୭୦)
୭୦ ର୍ବଷୀୟା ବୃଦ୍ଧା ମାକୁ ବାଉଁଶ ଫାଳିଆରେ ପିଟି ପିଟି ମାରିଦେଲା ନିଶାଡ଼ି ପୁଅ!
