ଜଳେଶ୍ବର ପଶ୍ଚିମମବାଡ଼ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ!

ଜଳିଗଲା୧୫ ରୁ ଅଧିକଦୋକାନ ଘର

•ଜଳେଶ୍ବର ପଶ୍ଚିମମବାଡ଼ ମାର୍କେଟରେ ଭୟଙ୍କର ଅଗ୍ନିକାଣ୍ଡ
•ବିଳମ୍ବିତ ରାତିରେ ମାର୍କେଟ କମ୍ପେ୍ଲକ୍ସରେ ଲାଗିଲା ନିଆଁନିଆଁକୁ ଆୟତ୍ତ କଲା ଦୁଇଟି ଅଗ୍ନଶମ ବାହିନୀ ଟିମ୍
•ଅଗ୍ନିକାଣ୍ଡରେ ୧୫ରୁ ଅଧିକ ଦୋକାନ ପୋଡ଼ି ପାଉଁଶ
ବିଦ୍ୟୁତ ସର୍ଟ ସର୍କିଟରୁ ନଆଁ ଲାଗିଥିବା ଅନୁମାନ

•ଦୋକାନ ପୋଡି ଲକ୍ଷାଧିକ ଟଙ୍କାର କ୍ଷୟକ୍ଷତି ସୂଚନା

Leave a Reply

Your email address will not be published. Required fields are marked *