accident ଭାରସାମ୍ୟ ହରାଇ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି! Sukanta NayakNovember 17, 2024 କରଞ୍ଜିଆ: ଭାରସାମ୍ୟ ହରାଇ ଓଲଟିଲା ଯାତ୍ରା ପାର୍ଟି ଗାଡ଼ି, ୪ ଗୁରୁତର ପାଟଣା ଥାନା ମାଛଗୋଡ଼ ନିକଟରେ ଭାରସାମ୍ୟ ହରାଇ ଓଲଟିଲା କାର୍ ଗୁରୁତର କଳାକାର ରାଜନନ୍ଦିନୀ ଯାତ୍ରା ପାର୍ଟିର କଳାକାର ସୂଚନା ରାସ ପୂର୍ଣ୍ଣିମା ପାଇଁ ଗୋରାସ ଗାଁକୁ ଯାତ୍ରା ପରିବେଷଣ ପାଇଁ ଆସୁଥିଲେ
ଦୁଖଃଦ ଖବର :ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ…
ରେଢ଼ାଖୋଲ ଥାନା, ପୋଡ଼ାବଲଣ୍ଡା ରେ ସଡ଼କ ଦୁର୍ଘଟଣା। ରେଢ଼ାଖୋଲ: ଭାରୀଯାନ ସହିତ ମୁହାଁମୁହିଁ ଧକ୍କାରେ ଜଣେ ବାଇକ ଆରୋହୀଙ୍କର ମୃତ୍ୟୁ ଘଟିଛି। ଦୁର୍ଘଟଣାର ସାମ୍ନା କରିଥିବା ବାଇକ୍ ଆରୋହୀ ମହିଳା ଗୁରୁତର ଅଛନ୍ତି। ତାଙ୍କୁ ଡାକ୍ତରଖାନାରେ…
ଦୁର୍ଘଟଣା ରେ ଟ୍ରକ ଚାଳକ ମୃତ!! ବାଲେଶ୍ଵର: ବସ୍ତା ଥାନା ୬୦ନଂ ଜାତୀୟ ରାଜପଥ ବସ୍ତା ବାଇପାସ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଜଣେ ମୃତ, ଜଣେ ଗୁରୁତର। ସୂଚନା ରୁ ପ୍ରକାଶ ସକାଳ…