ରାଜ୍ୟ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଚରମବାଣୀ Sukanta NayakJune 9, 2025 ଏବେ ବି ସମୟ ଅଛି, ସତର୍କ ହୁଅ: ମନ୍ତ୍ରୀ‘ଦୁର୍ନୀତିର ମୂଳପୋଛ ପାଇଁ ଅଭିଯାନ ଆରମ୍ଭ ହୋଇଛି’ଲାଞ୍ଚ ନେଇ କେହି ବି ବର୍ତ୍ତି ପାରିବେନି:ସୁରେଶଦୁର୍ନୀତି ଯିଏ କରିବ ସିଏ ଜେଲ ଯିବ: ମନ୍ତ୍ରୀ
ସୁକିନ୍ଦା ରେଳ ସାଇଡି ପ୍ରଦୂଷଣ ମାମଲା ଫୋକସ ପ୍ଲସ ୧୨/୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଅନ୍ତର୍ଗତ ସୁକିନ୍ଦା ରୋଡ ରେଳ ସାଇଡିରେ ବ୍ୟାପକ ବାୟୁ ଓ ଜଳ ପ୍ରଦୂଷଣ ଘଟଣା ଦୀର୍ଘ ଦିନ ହେବ ବାରମ୍ବାର…
ପଞ୍ଚାୟତ ଅଫିସ୍ ରେ ସ୍କୁଲ୍ ଶିକ୍ଷକ ଦାୟିତ୍ଵ ଗ୍ରହଣ ଘଟଣାରେ କାର୍ଯ୍ୟାନୁଷ୍ଠାନ ଶୂନ I ଫୋକସ ପ୍ଲସ 30/3(କେନ୍ଦ୍ରାପଡା): ପଞ୍ଚାୟତ ଅଫିସ୍ ରେ ସ୍ତ୍ରୀ ସରପଞ୍ଚ ହେଲେ ସ୍ବାମୀ ଚଳାଉଛନ୍ତି ରାଜ୍ । ଆଉ ଯଦି ସରକାରୀ ଅଧିକାରୀ ଭାବେ କାର୍ଯ୍ୟ କରୁଥିବେ…
ନିଆରା ଢଙ୍ଗରେ ଜନ୍ମଦିନ ପାଳନ କଲେ ଯୁବ ସମାଜସେବୀ ଯୁବ ସମାଜସେବୀଙ୍କ ନିଆରା ପ୍ରୟାସ। ରକ୍ତଦାନ ଶିବିର ଓ ମୋତିଆବିନ୍ଦୁ ଚକ୍ଷୁ ଚିକିତ୍ସା ଶିବିର ଆୟୋଜନ କରି ପାଳିଲେ ଜନ୍ମଦିନ। ଏଭଳି ନିଆରା ଦୃଶ୍ୟ ଦେଖିବାକୁ ମିଳିଛି…