ଅପରାଧ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର Sukanta NayakSeptember 21, 2024 ସାଲେପୁର ନାଳିଆମୁଁହ ଚାଖୁଣ୍ଡା ଜଙ୍ଗଲରୁ ଉଦ୍ଧାରମୃତକ ଅଲିପୁର ଗାଁର ବିବାହିତ ଯୁବକ ମନୋଜ ସାମଲମୃତ ମନୋଜଙ୍କ ସ୍ତ୍ରୀ ଓ ତିନି ବର୍ଷର ଶିଶୁ ଅଛିହତ୍ୟା ନା ଆତ୍ମହତ୍ୟା ତଦନ୍ତ ଚଳାଇଛି ସାଲେପୁର ପୋଲିସ
ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ଘଟଣା , ମିଳିଲା ପରିଚୟ ଫୋକସ ପ୍ଲସ(ଆନନ୍ଦପୁର)୨/୦୯/୨୦୨୨: ଆନନ୍ଦପୁର ଥାନା ଚାରିନାଳିଆ ତୋଟାରୁ ଝୁଲନ୍ତା ଯୁବକ ଯୁବତୀଙ୍କ ଝୁଲନ୍ତା ମୃତଦେହ ମିଳିବା ଘଟଣା ଉଭୟଙ୍କ ମିଳିଛି ପରିଚୟ |ମୃତ ଯୁବକ ଦଧିବାମନପୁର ଗାଁ…
ଗଣହତ୍ୟା ଘଟଣା ଓ ସିଲଘରୁ ଚୋରୀ ନେଇ ଗ୍ରାମବାସୀଙ୍କ ଅଭିଯୋଗ ଫୋକସ ପ୍ଲସ(କଟକ): କଟକ ଜିଲ୍ଳା ମାହାଙ୍ଗା ଥାନା କୁସୁପୁର ଠାରେ ଗତ ଏପ୍ରିଲ ୧୧ତାରିଖ ବିଳମ୍ୱିତ ରାତିରେ ଏହି ଗ୍ରାମର ଶିବ ସାହୁ ଜମିଜମାବିବାଦରୁ ତାର ବଡ଼ଭାଇ…
ବିଦ୍ୟାଳୟରେ ଧାରଣାଦେଲେ ଅଭିଭାବକ ଓ ଛାତ୍ରଛାତ୍ରୀ ଫୋକସ ପ୍ଲସ(ଆଳି)୨୯/୦୮/୨୦୨୨: ସ୍କୁଲ ରେ ତାଲା ପକାଇଲେ ଅଭିଭାବକ ଧାରଣାରେ ବସିଲେ ଛାତ୍ର ଛାତ୍ରୀ |କେନ୍ଦ୍ରାପଡ଼ା ଜିଲ୍ଲା ଆଳି ବ୍ଲକ ସିଙ୍ଗିରି ଗ୍ରାମ ପଂଚାୟତ ସରକାରୀ ନୋଡାଲ…