accidentBreaking news ଚା ଦୋକାନ ଭିତରକୁ ପଶିଗଲା ଟ୍ରାକ୍ଟର Sukanta NayakDecember 17, 2024 ଚାଦୋକାନଭିତରକୁପଶିଗଲାଟ୍ରାକ୍ଟର କଟକ ସେଲଟର ଛକ ଅଞ୍ଚଳର ଘଟଣାଅଳ୍ପକେ ବର୍ତ୍ତିଲେ ଦୋକାନୀ ଓ ଗ୍ରାହକଟ୍ରାକ୍ଟରର ବ୍ରେକ ଫେଲ ହୋଇଯାଇ ଥିବା ସୂଚନା
ଦୁଖଃଦ ଖବର :ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। କୋଇଡ଼ା: କେ.ବଲାଙ୍ଗ ଥାନା ଜାମୁଡିହି ଟୋଲଗେଟ୍ ନିକଟରେ ଦୁର୍ଘଟଣା। ଚା’ ଦୋକାନକୁ ହାଇୱା ମାଡ଼ିଯିବା ଫଳରେ ୩ଜଣଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଜଣେ ମହିଳାଙ୍କ ସମେତ ୩ଜଣଙ୍କ…
ପୁଣି ଭୟଙ୍କର ରେଳ ଦୁର୍ଘଟଣା ପୁଣି ଘଟିଛି ଏକ ବଡ ଧରଣର ରେଳ ଦୁର୍ଘଟଣା। ଆଜି ହାୱଡା-ମୁମ୍ବାଇ ଏକ୍ସପ୍ରେସ ଟ୍ରେନ ଲାଇନଚ୍ଯୁତ ହୋଇଛି । ଝାଡ଼ଖଣ୍ଡର ବାରାବମ୍ବୋ ନିକଟରେ ଲାଇନଚ୍ଯୁତ ହୋଇଛି ହାୱଡା…
ଦ୍ଵାରଶୁଣି ଘାଟିରେ ପୁଣି ଅଘଟଣ ଦ୍ଵାରଶୁଣି ଘାଟିରେ ପୁଣି ଅଘଟଣ| ମୟୂରଭଞ୍ଜ ଜିଲ୍ଲାର 49ନୋ ଜାତୀୟ ରାଜପଥ ଉପରେ ଅବସ୍ଥିତ ଦ୍ଵାର ଶୁଣି ଘାଟିରେ ଦୁର୍ଘଟଣା ଥମିବାର ନାଁ ନେଉ ନ…