accident ରାସ୍ତାରେ ହୁତୁ ହୁତୁ ହୋଇ ଜଳିଗଲା ବସ୍ Sukanta NayakJanuary 9, 2025 କଳାହାଣ୍ଡି ଜୁନାଗଡ଼ ନିକଟରେ ଜଳିଗଲା ବସ୍ବଲଦିଆମାଲ ଛକରେ ଜଳିଗଲା ଘରୋଇ ବସ୍ !ନିଆଁ ଲାଗିବା ପୂର୍ବରୁ ସମସ୍ତ ଯାତ୍ରୀ ଉଦ୍ଧାର ହେଲେସ୍ଥାନୀୟ ଲୋକଙ୍କ ଉଦ୍ୟମରେ ସବୁ ଯାତ୍ରୀ ଉଦ୍ଧାର‘ଗୌରବ’ ବସ୍ ଜୟପୁରରୁ ରାଉରକେଲା ଯାଉଥିଲା
ବସ ଏବଂ ଟ୍ରକ ମୁହ୍ନା ମୁହିଁ ଧକା ୫ ଗୁରୁତର। ଢେଙ୍କାନାଳ ଆକ୍ସିଡେଣ୍ଟ04/01/2024; ଢେ଼ଙ୍କାନାଳ ଜିଲ୍ଲା ମହାବିରୋଡ ଥାନା ଭେଯିଆ ଛକ ନିକଟରେ ଟୁରିଷ୍ଟ ବସ ସହ ଟ୍ରକ ଓ ହାଇଓ୍ବା ଧକା , ହାଇଓ୍ବା ଡାଇଭର ସମେତ…
ବସ ରେ ଥିଲେ ୪୦ରୁ ଅଧିକ ଯାତ୍ରୀ। ଖୋର୍ଦ୍ଧା NH-16 ପିତାପଲ୍ଲୀ ଛକରେ ଓଲଟିଲା ବସ୍ବସ୍ଟି ଭୁବନେଶ୍ୱରରୁ ପୋଲସରା ଯାଉଥିଲାଭାରସାମ୍ୟ ହରାଇ ବସ୍ ଦୁର୍ଘଟଣାଗ୍ରସ୍ତବସ୍ରେ ଥିଲେ ୪୦ରୁ ଅଧିକ ଯାତ୍ରୀ, ପହଞ୍ଚିଲା ପୋଲିସ
ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥରେ ଓଲଟିଲା ଘରୋଇ LPG ବୋଝେଇ ଟ୍ୟାଙ୍କର ପାରାଦୀପ: ଜାତୀୟ ରାଜପଥ ଓଲଟିଲା LPG ବୋଝେଇ ଗ୍ୟାସ୍ ଟ୍ୟାଙ୍କର, ପାରାଦୀପ ଚଣ୍ଡିଖୋଲ ଜାତୀୟ ରାଜପଥ ଉପରେ ଓଲ୍ଟିପଡିଛି ଏଲ୍ପିଜି ବୋଝେଇ ଗ୍ୟାସ୍ ଟ୍ୟାଙ୍କର | ପାରାଦୀପ…