Breaking news ବିଳମ୍ବିତ ରାତିରେ ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଡକାୟତି Sukanta NayakJanuary 26, 2025 ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଘରୁ ଲୁଟ୍ଭୁବନେଶ୍ବର ନୟାପଲ୍ଲୀ ସ୍ଥିତ ବାସଭବନରୁ ଚୋରିନିରଞ୍ଜନଙ୍କ ଘରୁ ନଗଦ ଟଙ୍କା ସହିତ ସୁନା ଗହଣା ଲୁଟ୍ଲୁଟ୍ ପରେ ଝରକା ତାଡ଼ି ଖସିଗଲେ ଲୁଟେରା
‘ଦ କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ମିଳିବ ଛୁଟି ‘ଦ କାଶ୍ମୀର ଫାଇଲ’ ଫିଲ୍ମ ଦେଖିବା ପାଇଁ ସରକାରୀ ଚାକିରିଆଙ୍କୁ ଅଧା ଦିନ ମିଳିବ ଛୁଟି ଦିନକୁ ଦିନ ବିଭିନ୍ନ ବାଦ ବିବାଦକୁ ନେଇ ଚର୍ଚ୍ଚାରେ ରହିଛି…
ମାତିଛନ୍ତି ଲୁଟେରା, ବିବାହ ମଣ୍ଡପରୁ ଗହଣା ଲୁଟ୍ ଆଜି ପୁଣି ଏକ ଅଭିନବ ଉପାୟରେ ବିବାହ ମଣ୍ଡପରୁ ୨ଲକ୍ଷ ଟଙ୍କାର ଗହଣା ଲୁଟିନେଇଛନ୍ତି ଲୁଟେରା । ସୂଚନା ଅନୂସାରେ ରାଜଧାନୀ ଉପକଣ୍ଠ କେସୁରା ଅଞ୍ଚଳରେ ଏକ…
ରୁଷର ଆକ୍ରମଣରେ ଥରିଲା ୟୁକ୍ରେନ! ଭୟଙ୍କର ହେଉଛି ଯୁଦ୍ଧ ରୁଷ-ୟୁକ୍ରେନ ଯୁଦ୍ଧରେ ଭୟଙ୍କର ହେଉଛି ସ୍ଥିତି । ୟୁକ୍ରେନର ବିଭିନ୍ନ ଅଞ୍ଚଳରେ ରୁଷ ପକ୍ଷରୁ ବଡ଼ ଧରଣର ଡ୍ରୋନ୍ ଆକ୍ରମଣ କରାଯାଇଛି । ୟୁକ୍ରେନ ରାଷ୍ଟ୍ରପତି ଜେଲେନସ୍କିଙ୍କ…