accident ସୁନ୍ଦରଗଡ଼: ଯାତ୍ରା ଦେଖା ହେଲା ଶେଷ ଯାତ୍ରା Sukanta NayakApril 15, 2025 ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
ପୁରୀରେ ପ୍ରବଳ ବର୍ଷା ବେଳେ ବଜ୍ରପାତ ଘଟି ଜଣଙ୍କର ମୃତ, ୮ ଆହତ ପୁରୀ : ପୁରୀରେ ସୋମବାର ପ୍ରବଳ ବର୍ଷା ସହ ବଜ୍ରପାତ ହୋଇଛି । ଏଥିରେ ଜଣେ ମହିଳାଙ୍କର ମୃତ୍ୟୁ ଘଟିଥିବା ବେଳେ ୮ ଜଣ ଆହତ ହୋଇଛନ୍ତି…
ଅଭିନେତା ବିଜୟଙ୍କ ପାର୍ଟି ରାଲିରେ ହୋଇଥିବା ଦଳଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ତାମିଲନାଡୁ: ତାମିଲନାଡୁରେ ଟିଭିକେ ମୁଖ୍ୟ ତଥା ତାମିଲ ଅଭିନେତା ବିଜୟଙ୍କ ନିର୍ବାଚନୀ ରାଲିରେ ଶନିବାର ରାତିରେ ହୋଇଥିବା ଦଳାଚକଟାରେ ମୃତ୍ୟୁ ସଂଖ୍ୟା ୪୧କୁ ବୃଦ୍ଧି ପାଇଛି ।…
କେରଳ ସରକାରଙ୍କୁ ଏକ ସପ୍ତାହ ପୂର୍ବରୁ ୱାୟନାଡର ଭୂସ୍ଖଳନ ବିଷୟରେ ସୂଚନା ଦିଆଯାଇଥିଲା: ଅମିତ ଶାହ ଫୋକସ ବ୍ୟୁର :କେନ୍ଦ୍ର ଗୃହ ତଥା ସମବାୟ ମନ୍ତ୍ରୀ ଶ୍ରୀ ଅମିତ ଶାହ ଆଜି ସଂସଦର ଉଭୟ ସଦନରେ କେରଳର ୱାୟନାଡ ଠାରେ ଘଟିଥିବା ଭୂସ୍ଖଳନ ଜନିତ…