ରାଜ୍ୟ ରାଜ୍ୟ କ୍ୟାବିନେଟ୍ରେ ନୂଆ ସଂରକ୍ଷଣ ଲାଗୁ ନିଷ୍ପତ୍ତି Sukanta NayakMay 14, 2025 ନାମଲେଖାରେ ରହିବ ୧୧.୨୫ ପ୍ରତିଶତ ସଂରକ୍ଷଣ। ସାମାଜିକ ଓ ପଛୁଆ ବର୍ଗ ପାଇଁ ନାମ ଲେଖାରେ ୧୧.୨୫ ପ୍ରତିଶତ ସଂରକ୍ଷଣ ରହିବ। ଚଳିତ ଶିକ୍ଷା ବର୍ଷରୁ ଏହା ଲାଗୁହେବ। ଏସ୍ସି/ଏସ୍ଟି ପାଇଁ ଯାହା ସଂରକ୍ଷଣ ଥିଲା ତାହା ବଳବତ୍ତର ରହିବ ସୂଚନା ଦେଲେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ
ଜେଏସଡବ୍ଲୟୁ ପାଇଁ ନାହିଁ ଆଇନକାନୁନ ଫୋକସ ପ୍ଲସ ୧୭/୦୬/୨୨(ଯାଜପୁର): ଯାଜପୁର ଜିଲ୍ଲା ଅନ୍ତର୍ଗତ କଳିଙ୍ଗନଗର ଶିଳ୍ପଆଞ୍ଚଳ ରେ ଦିନକୁ ଦିନ ବଣ ଜଙ୍ଗଲ, ପାହାଡ଼ ପର୍ବତ, ଗଛ ଲତା ସଫା ହେବାରେ ଲାଗିଛି।…
ପ୍ରବଳ ବର୍ଷା; ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ୫ ଜିଲ୍ଲାରେ ସ୍କୁଲ ଛୁଟି ଘୋଷଣା । ରାୟଗଡ଼ା, କୋରାପୁଟ, ଗଜପତି ଜିଲ୍ଲାରେ ବନ୍ଦ ରହିବ ସବୁ ସ୍କୁଲ। ଗଞ୍ଜାମ ଓ…
କୁଖ୍ୟାତ ଲୁଟେରା ଗିରଫ ଫୋକସ ପ୍ଲସ ୧୧/୬/୨୨ (ଉଦଳା): କପ୍ତିପଦା ବଜାର ମଧ୍ୟରୁ ଗତ ୭ତାରିଖ ଦିନ ଡିକି ଭାଙ୍ଗି ୨ଲକ୍ଷ ୪୦ହଜାର ଟଙ୍କା ଲୁଟ ଘଟଣାର ପର୍ଦ୍ଦାଫାଶ କରିଛି ପୋଲିସ…