Breaking news ଭୁବନେଶ୍ବରରେ କୋରୋନା ଆକ୍ରାନ୍ତ ଚିହ୍ନଟ Sukanta NayakMay 22, 2025May 22, 2025 ଆକ୍ରାନ୍ତ ଜଣଙ୍କ ନିକଟରେ ଦିଲ୍ଲୀରୁ ଫେରିଥିଲେଏବେ କ୍ବାରେଣ୍ଟିନ୍ରେ ଅଛନ୍ତି କୋରୋନା ଆକ୍ରାନ୍ତବିଭିନ୍ନ ରୋଗରେ ପୀଡ଼ିତ ଅଛନ୍ତି କୋରୋନା ଆକ୍ରାନ୍ତପୂର୍ବରୁ ମୁମ୍ବାଇରେ ୨ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା
ବ୍ରହ୍ମପୁର ବିମାନ ବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ ପ୍ରସଙ୍ଗ ଫୋକସ ପ୍ଲସ 30/12/2022(ବ୍ରହ୍ମପୁର): ବ୍ରହ୍ମପୁର ବିମାନ ବନ୍ଦର କାର୍ଯ୍ୟ ତ୍ୱରାନ୍ୱିତ କରିବା ପାଇଁ ଉପ-ଜିଲ୍ଲାପାଳଙ୍କୁ ଭେଟିଲା ଓଡ଼ିଶା ଡେଭଲପମେଣ୍ଟ ଫୋରମ; ନୂଆଁ ସ୍ଥାନ ବିଷୟରେ ଦେଲା ପ୍ରସ୍ତାବ |ବ୍ରହ୍ମପୁର…
ପରୀକ୍ଷା ଦେବା ବଦଳରେ ମେଡିକାଲରେ ଭର୍ତ୍ତି ଫୋକସ ପ୍ଲସ 14/3/23(ବ୍ୟୁରୋ): ଆନନ୍ଦପୁରରେ ସକାଳୁ ସକାଳୁ ମାଟ୍ରିକ ପରୀକ୍ଷା ଦେବାକୁ ଯାଉଥିବା ପରୀକ୍ଷାର୍ଥୀଙ୍କୁ ପିଟିଦେଲା ବାଇକ। ପରୀକ୍ଷା ଦେବା ପାଇଁ ସ୍କୁଲକୁ ଯିବା ପରିବର୍ତ୍ତେ ଦୁର୍ଘଟଣାରେ…
ସୁନ୍ଦରଗଡ଼ ଜିଲ୍ଲାରେ ଦକ୍ଷତା ବିକାଶ କାର୍ଯ୍ୟକ୍ରମ I ୬ ମାସିଆ ପ୍ଲାଷ୍ଟିକ୍ସ ପ୍ରୋସେସିଂ ତାଲିମପ୍ରାପ୍ତ ୬୨ ପ୍ରାର୍ଥୀଙ୍କୁ ସାର୍ଟିଫିକେଟ ସହ ନିଯୁକ୍ତିପତ୍ର ପ୍ରଦାନ I ସୁନ୍ଦରଗଡ଼ ଜିଲ୍ଲାର ଶିକ୍ଷିତ ଯୁବକ ଯୁବତୀମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ…