ପାଣିପାଗ ସୂଚନା ତାତିରେ ଲାଗିଲା ବ୍ରେକ, କାଳବୈଶାଖୀ ବର୍ଷା ଦେଲା ଆଶ୍ବସ୍ତି Sukanta NayakMay 23, 2025 ପୂର୍ବକେନ୍ଦ୍ରୀୟ ଆରବ ସାଗର ଉପରେ ଲଘୁଚାପ କ୍ଷେତ୍ର ସୃଷ୍ଟିସେପଟେ କେରଳମୁହାଁ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁଓଡ଼ିଶାକୁ ସଅଳ ମୌସୁମୀ ଆସିବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ
ଗାଁ ରେ ପଶିଲା ଵନ୍ୟା ଜଳ ଫୋକସ ପ୍ଲସ(କୋଣାର୍କ)୧୬/୦୮/୨୦୨୨: କୁଶଭଦ୍ରା ନଦୀ ନେତପୁର ଠାରେ ଥିବା ପାଇକସାହି ତିନିମୁହାଣି ଶଙ୍ଖ ଭାଙ୍ଗି ଵନ୍ୟା ଜଳ ଗ୍ରାମ ଭିତରେ ପଶିଵାରେ ଲାଗିଛି। ଗ୍ରାମବାସୀଙ୍କ କହିବାମୁତାବକ ଦୀର୍ଘ…
ସକାଳର ଖବର… ଖବର ଆଜିରତାରିଖ ୧୧/୦୮/୨୪, ରବିବାର ୧-ହାଇ ଆଲର୍ଟରେ ଓଡ଼ିଶାର ଜଳପଥ,ସମୁଦ୍ର କୂଳବର୍ତ୍ତୀ ଅଞ୍ଚଳ ବାଲେଶ୍ବର, ଭଦ୍ରକ, କେନ୍ଦ୍ରାପଡ଼ା ସମେତ ପୁରୀ ଜିଲ୍ଲାକୁ ସତର୍କ ସୂଚନା ଜାରି। ୨-ଭୁବନେଶ୍ୱର:ବିନା…
ସୁବର୍ଣ୍ଣରେଖା ରେ ବନ୍ୟା ଆଶଙ୍କା ଫୋକସ ପ୍ଲସ(ବାଲିଆପାଳ)୧୪/୦୮/୨୦୨୨: ଲଘୁଚାପ ଜନିତ ବର୍ଷା ହେଉଥିବାରୁ ସୁବର୍ଣ୍ଣରେଖା ରେ ବନ୍ୟା ଆସିବାର ଆଶଙ୍କା ଦେଖାଯାଉଛି l ବିଶେଷ କରି ନଦୀ ପାଖରେ ଥିବା ବାଲିଆପାଳ ବ୍ଲକ…