ଅପରାଧ ଭୁବନେଶ୍ୱର ସବ୍ କଲେକ୍ଟର ଅଫିସ୍ ରେ ଭିଜିଲାନ୍ସ ଚଢ଼ାଉ! Sukanta NayakJuly 25, 2025 ଜୁନିଅର ରେଭେନ୍ୟୁ ଅଫିସର ସୌରଭ ତ୍ରିପାଠୀ ଲାଞ୍ଚ ନେବା ବେଳେ ଧରାପଡ଼ିଲେଜମି ପ୍ରମାଣ ପତ୍ର ପାଇଁ ନେଉଥିଲେ ₹30,000ଭିଜିଲାନ୍ସ ଟିମ୍ ର ଚଢ଼ାଉ, ଟଙ୍କା ଜବତ୍ଅଭିଯୁକ୍ତଙ୍କ ବିରୁଦ୍ଧରେ ମାମଲା ରୁଜୁ
ପ୍ରେମ ଏବଂ ପ୍ରତାରଣା ଶେଷରେ ଆଖି ବୁଜିଲେ ପ୍ରେମିକା ଫୋକସ ପ୍ଲସ 18/4/23(ବ୍ୟୁରୋ): ଅପ୍ରାପ୍ତ ବୟସ ପ୍ରେମ ର କରୁଣ ପରିଣତି, ନାବାଳକ ପ୍ରେମିକ ର ପ୍ରତାରଣା ସହି ନ ପାରି ବିଷ ପାନ କରି ଚିକିତ୍ସିତ…
ସୋର ପୁଲିସକୁ ଲୁଟେରାଙ୍କ ଖୋଲା ଚ୍ୟାଲେଞ୍ଜ୍! ସୋର, ୪/୮ : ବାଲେଶ୍ଵର ଜିଲ୍ଲା ସୋର ପୁଲିସକୁ ଖୋଲା ଚ୍ୟାଲେଞ୍ଜ୍। ବ୍ୟବସାୟୀଙ୍କ ହାତଗୋଡ଼ ବାନ୍ଧି ଲକ୍ଷାଧିକ ଟଙ୍କାର ଲୁଟ୍। ଘରେ କଳାକନା ବୁଲାଇଦେଲେ ଦୁର୍ବୃତ୍ତ। ସୋର…
ପାଣିଟାଙ୍କି କେବୁଲ ଚୋରି କୁ ନେଇ ଗ୍ରାମରେ ଉତେଜନା ଫୋକସ ପ୍ଲସ (କେସିଙ୍ଗା)୨୨/୦୭/୨୦୨୨: ସାଧାରଣ ଜନତାଙ୍କ ସବୁ ସମସ୍ୟା ର ସମାଧାନ କରିବା ପାଇଁ ଓ ସାଧାରଣ ଜନତା ଯେପରିଭାବରେ କୌଣସି ସମସ୍ୟା ରେ ହଇରାଣ ଯେମିତି…