ରାଜନୀତିରାଜ୍ୟ ଜୟଙ୍କ ବିରାଟ ବିଜୟ Sukanta NayakNovember 14, 2025November 14, 2025 ସରିଲା ଶେଷ ରାଉଣ୍ଡ, ଆସିଲା ଫଳାଫଳ।ସର୍ବାଧିକ ଭୋଟରେ ଜୟଙ୍କ ବିରାଟ ବିଜୟ।ବିଜେପିର ବଡ଼ ସଫଳତା।୧୨୨୮୯୮ ଖଣ୍ଡ ଭୋଟ୍ ରେ ବିଜେପିର ବିଜୟ।୩୯୯୮୭ ଭୋଟ୍ ରେ ଦ୍ୱିତୀୟ କଂଗ୍ରେସ।୩୮୦୧୧ରେ ଖଣ୍ଡ ଭୋଟ୍ ସହ ୩ୟ ସ୍ଥାନରେ ବିଜେଡି।୮୨୯୧୧ ବ୍ୟବଧାନରେ ବିଜୟ ଲାଭ କଲେ ଜୟ ଢୋଲକିଆ।
ମୁଣ୍ଡ ଗୁଞ୍ଜିବାକୁ ନାହିଁ ଘର, ସରପଞ୍ଚ ଠାରୁ ସ୍ଥାନୀୟ ପ୍ରଶାସନ ଚୁପ୍ ଫୋକସ ପ୍ଲସ (କୋଣାର୍କ)୨୭/୦୭/୨୦୨୨: କେନ୍ଦ୍ର ଠାରୁ ରାଜ୍ୟ ସରକାର ସବୁ ସମୟରେ ଗରିବ ଲୋକମାନଙ୍କ ପାଇଁ କୂମ୍ଭୀର କାନ୍ଦଣା ପରିକା କାନ୍ଦୁଥିବା ବେଳେ।ତେଲିଆ ମୁଣ୍ଡେ ତେଲ ପରି…
ଚର୍ଚ୍ଚାରେ ରାଜୁ ଓ ଅର୍ଚ୍ଚନା ଫୋକସ ପ୍ଲସ(ବ୍ୟୁରୋ): ଓଡିଶା ରେ ବିଗତ କିଛିଦିନ ଧରି ଚର୍ଚ୍ଚାରେ ଥିବା ଦୁଇଟି ଘଟଣା ରାଜନୀତିରେ କମ୍ପନ ସୃଷ୍ଟିକରିଛି। ନବୀନ ସରକାରଙ୍କ ଦୀର୍ଘ ୨୨ ବର୍ଷର ଶାସନ…
ଭାପୁର ବ୍ଲକ ଗସ୍ତରେ ଜିଲ୍ଲାର ଜନପ୍ରତିନିଧି ଫୋକସ ପ୍ଲସ(ଭାପୁର): ନୟାଗଡ ଜିଲ୍ଲା ଭାପୁର ବ୍ଲକର ବିଭିନ୍ନ ଅଞ୍ଚଳକୁ ଆଜି ୫ଜିଲ୍ଲାର ଜନପ୍ରତିନିଧି ବୁଲି ଦେଖିଛନ୍ତି। ଓଡିଶା ରାଜ୍ୟ ଗ୍ରାମ୍ୟ ଉନ୍ନୟନ ଓ ପଞ୍ଚାୟତିରାଜ ପ୍ରତିଷ୍ଠାନ…