ଯୁବକଙ୍କ ମୃତଦେହ ଠାବ

କଟକ ୪୨-ମୌଜା ଥାନା ବ୍ରହ୍ମପୁର ପଞ୍ଚାୟତ ଅଫିସ ନିକଟ ମୁଖ୍ୟ ରାସ୍ତା ରେ ପଡ଼ିଛି ଯୁବକଙ୍କ ମୃତଦେହ। ଖବର ପାଇ ୪୨-ମୌଜା ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହିତ ସାଇଣ୍ଟିଫିକ୍ ଟିମ୍ କୁ ଡକା ଯାଇଛି।ମୃତ ଦେହଟି ଏକ ପିକ୍ ଅପ୍ ଗାଡି ତଳେ ସନ୍ଦେହ ଜନକ ଭାବେ ପଡ଼ିଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ପର୍ଯ୍ୟନ୍ତ ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ନଥିବା ବେଳେ, ସ୍ଥାନୀୟ ଲୋକ ପ୍ରତିନିଧି ଏହାକୁ ହୃଦଘାତ ଜନିତ ମୃତ୍ୟୁ ହୋଇପାରେ ବୋଲି କହିଛନ୍ତି ।

Leave a Reply

Your email address will not be published. Required fields are marked *