ସିବିଆଇ ଜାଲରେ ବାଲେଶ୍ଵର CGST ସୁପରିଟେଣ୍ଡଣ୍ଟ

ସିବିଆଇ ଜାଲରେ ବାଲେଶ୍ଵର cgst ସୁପରିଟେଣ୍ଡଣ୍ଟ ।

50 ହଜାର ଟଙ୍କା ଲାଞ୍ଚ ନେବା ରେଡ଼ ହେଣ୍ଡ ଧରିଲା ସିବିଆଇ।

ବାଲେଶ୍ଵରରେ cgst ସୁପରିଟେଣ୍ଡଣ୍ଟ  ଭାବେ କାର୍ଯ୍ୟରତ ଥିଲେ ଓଁମ ପ୍ରକାଶ ମହାନ୍ତି ।

୧୬ ଲକ୍ଷ ଟଙ୍କାର GST ରିଫଣ୍ଡ ମୁକ୍ତ କରିବା ପାଇଁ 80 ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ।

ଅଭିଯୋଗକାରୀ ସିବିଆଇରେ ଅଭିଯୋଗ କରିଥିଲେ

ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ସିବିଆଇ।

Leave a Reply

Your email address will not be published. Required fields are marked *