5ରାଜ୍ୟର ନିର୍ବାଚନ ଫଳାଫଳ,ଏଥର କାହା ସପକ୍ଷରେ ଯିବ ଜନାଦେଶ?

-ଆଉ କିଛି ମୁହୂର୍ତ୍ତକୁ ଅପେକ୍ଷା; ଆସିବ ନିର୍ବାଚନ ରେଜଲ୍ଟ
-ଏଥର କାହା ସପକ୍ଷରେ ଯିବ ଜନାଦେଶ, ସବୁ ସ୍ପଷ୍ଟ ହେବ
-୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ ନଜର
-ବେଙ୍ଗଲରେ TMCର ଭାଗ୍ୟ କ’ଣ ହେବ, ତାକୁ ନେଇ ଚର୍ଚ୍ଚା
-ଆସାମରେ ହ୍ୟାଟ୍ରିକ୍ ବିଜୟ ଲକ୍ଷ୍ୟରେ ବିଜେପି
-ତାମିଲନାଡୁ, କେରଳମ୍ ଓ ପୁଡୁଚେରୀ ଉପରେ ସମସ୍ତଙ୍କ ଆଖି
-ଭୋଟ୍ ଗଣତି ପାଇଁ ତ୍ରିସ୍ତରୀୟ କଡ଼ା ସୁରକ୍ଷା ବ୍ୟବସ୍ଥା

Leave a Reply

Your email address will not be published. Required fields are marked *