Breaking newsଅପରାଧ ୨୦ ହଜାର ଲାଞ୍ଚ ନେଇ ଧରାପଡ଼ିଲେ କଟକ ଜିଲ୍ଲା ନରସିଂହପୁର ଥାନା IIC ଅଲେଖ କୁମାର ଗରଡ଼ିଆ FOCUS PLUSFebruary 7, 2022 , ଏକ ମାମଲାର ରଫାଦଫା ପାଇଁ ଲାଞ୍ଚ ନେବା ବେଳେ ଧରାପଡ଼ିଲେ, IICଙ୍କ ଥାନା ଅଫିସ୍, ସରକାରୀ ବାସଭବନ ଓ ଯୁଯୁମରା ଘରେ ଭିଜିଲାନ୍ସ ରେଡ.
ଦାଦନର ମୃତଦେହ ରଖି ଜାତୀୟ ରାଜପଥ ଅବରୋଧ ଫୋକସ ପ୍ଲସ 28/3/23(ବ୍ୟୁରୋ): ଦାଦନ ର ମୃତଦେହ ରଖି ଜାତୀୟ ରାଜପଥ ୨୬ ଅବରୋଧ।ତାମିଲନାଡୁ ରାଜ୍ୟର କୋଏମ୍ବାଟୁର ରେ ଦାଦନ ଶ୍ରମିକଙ୍କ ସନ୍ଦେହ ଜନକ ମୃତ୍ୟୁ ର…
ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ, ଦୁଇ ଗୋଷ୍ଟି ମୁହାଁମୁହିଁ ରାଜେନ୍ଦ୍ରପୁର ପଞ୍ଚାୟତ ଦିଆଲଖଣ୍ଡି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି | ଦିଆଲଖଣ୍ଡି ଗାଁର ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ ଦେଖିବାକୁ ମିଳିଛି | ପାଚେରୀ ନିର୍ମାଣକୁ ନେଇ…
୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତ କଟକରୁ ୮ ଲକ୍ଷ ଟଙ୍କାର ବ୍ରାଉନ ସୁଗାର ଜବତଜବତ କଲା ଦରଘାବଜାର ଥାନା ପୋଲିସସ୍ଥାନୀୟ ବଜାର ନିକଟରେ ଚଢ଼ାଉ କରି ଧରିଲାଜବତ ବ୍ରାଉନସୁଗାରର ଓଜନ ୭୭.୮ ଗ୍ରାମବ୍ରାଉନସୁଗାରର…