କ୍ୟାବିନେଟ୍ରେ ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ
୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ମୋହର। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ…
Breaking And Latest News Of Odisha
୧୦ଟି ପ୍ରସ୍ତାବରେ ରାଜ୍ୟ କ୍ୟାବିନେଟ୍ ର ମୋହର। ଆଜି ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ୭ଟି ବିଭାଗର ୧୦ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି। କୋର୍ଟରେ…
ଦେଶରେ ଅର୍ଥନୈତିକ ଝଡ଼ ସୃଷ୍ଟି ହୋଇଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇଟାଲିରେ ଟଫି ବାଣ୍ଟୁଛନ୍ତି ବୋଲି କହି ଶାସକ ଦଳକୁ ବିରୋଧୀ ଦଳ ନେତା ତଥା କଂଗ୍ରେସ…
ଫୋକସ ପ୍ଲସ ଟିଭି :ଫାଲତା ବିଧାନସଭା ନିର୍ବାଚନ ମଣ୍ଡଳୀରେ ପୁନଃନିର୍ବାଚନର ଦୁଇ ଦିନ ପୂର୍ବରୁ, ତୃଣମୂଳ କଂଗ୍ରେସ ପ୍ରାର୍ଥୀ ତଥା ମମତା ବାନାର୍ଜୀଙ୍କ ଭଣଜା ଅଭିଷେକ ବାନାର୍ଜୀଙ୍କ…
ମୋହନ ସରକାରଙ୍କ 2ବର୍ଷ ପୂର୍ତ୍ତି, ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବଦୁଇ ବର୍ଷ ପୂର୍ତ୍ତି ନେଇ ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା10 ଦିନ…
IPL 2026 ର ୫୬ତମ ମ୍ୟାଚ୍ ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯାଉଛି। ଏହି ମୁକାବିଲାରେ ଗୁଜରାଟ ଟାଇଟନ୍ସକୁ ସନରାଇଜର୍ସ ହାଇଦ୍ରାବାଦ ଭେଟିଛି। ଟସ୍ ଜିଣି ହାଇଦ୍ରାବାଦ…
କଟକ କ୍ୟାଣ୍ଟନମେଣ୍ଟ ରୋଡ୍ ଅଞ୍ଚଳରେ ଯୁବକଙ୍କୁ ଛୁରାମାଡ଼ସାମାନ୍ୟ ବଚସାକୁ କେନ୍ଦ୍ର କରି ଯୁବକଙ୍କୁ ଛୁରାମାଡ଼ଗୁରୁତର ଅବସ୍ଥାରେ ଏସ୍ସିବି ମେଡିକାଲରେ ଭର୍ତ୍ତି
ନୂଆଦିଲ୍ଲୀ: ରବିନ୍ଦ୍ରନାଥ ଟାଗୋରଙ୍କ ଜନ୍ମବାର୍ଷିକୀରେ ବଡ଼ ଘୋଷଣା କରିଛି ଟିଏମସି । ପଶ୍ଚିମବଙ୍ଗରେ ୧୫ ବର୍ଷର ସରକାରର ଅନ୍ତ ଘଟିଥିବାବେଳେ ବିଜେପି ଉପରେ ବର୍ଷିଛନ୍ତି ମମତା ବାନାର୍ଜୀ…
-ଆଉ କିଛି ମୁହୂର୍ତ୍ତକୁ ଅପେକ୍ଷା; ଆସିବ ନିର୍ବାଚନ ରେଜଲ୍ଟ-ଏଥର କାହା ସପକ୍ଷରେ ଯିବ ଜନାଦେଶ, ସବୁ ସ୍ପଷ୍ଟ ହେବ-୪ ରାଜ୍ୟ ଓ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳ ଉପରେ…
ନୂଆଦିଲ୍ଲୀ: ଆସନ୍ତା ୪ ତାରିଖରେ ପ୍ରକାଶ ପାଇବ ପଶ୍ଚିମବଙ୍ଗର ନିର୍ବାଚନ ଫଳାଫଳ । ଏହା ପୂର୍ବରୁ ପ୍ରକାଶ ପାଇଥିବା ଏଗଜିଟ୍ ପୋଲ୍ ସର୍ଭେ ବିଜେପି ସପକ୍ଷରେ ମତ…
ଘର କିମ୍ବା ଚାଷ କ୍ଷୟକ୍ଷତି ହୋଇଥିଲେ 24 ଘଣ୍ଟାରେ ମିଳିବ କ୍ଷତିପୂରଣତୁରନ୍ତ ରିପୋର୍ଟ ବିଭାଗକୁ ଦେବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦେଶ ଦିଆଯାଇଛିଗ୍ରାମାଞ୍ଚଳ ରେ ଘର ଭାଙ୍ଗିଥିବା ରିପୋର୍ଟ…
ଓଡ଼ିଶା ବିଧାନସଭାରେ ଆଜି ମହିଳା ସଂରକ୍ଷଣ ପ୍ରସଙ୍ଗକୁ ନେଇ ଶାସକ ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ତର୍କ ଦେଖିବାକୁ ମିଳିଛି । ମହିଳା ସଂରକ୍ଷଣ ପାଇଁ ଉଦ୍ଦିଷ୍ଟ…
ମହମ୍ମଦ ମୋକିମ ଓ ବିଧାୟିକା ସୋଫିଆ ଫିରଦୋଷଙ୍କୁ ଭେଟିଲେ ରାଜ୍ୟସଭା ସାଂସଦ ଦିଲ୍ଲୀପ ରାୟ । ମୋକିମଙ୍କ ବାସଭବନରେ ସାକ୍ଷାତ କଲେ ଦିଲ୍ଲୀପ ରାୟ । ସୋଫିଆ…