ମୋହନ ସରକାରଙ୍କ 2ବର୍ଷ ପୂର୍ତ୍ତି, ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ
ଖୁବଶୀଘ୍ର ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟକୁ ଅବଗତ କରାଯିବ
ଦୁଇ ବର୍ଷ ପୂର୍ତ୍ତି ନେଇ ମନ୍ତ୍ରୀମାନଙ୍କ ସହ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା
10 ଦିନ ଧରି ସରକାରଙ୍କ ଦୁଇ ବର୍ଷ ପୂର୍ତ୍ତି ଉତ୍ସବ ପାଳନ କରାଯିବ
ମନ୍ତ୍ରୀମାନେ ଖୁବଶୀଘ୍ର ମୁଖ୍ୟମନ୍ତ୍ରୀଙ୍କୁ ଦେବେ ବିଭାଗର ରିପୋର୍ଟ କାର୍ଡ
ରାଜ୍ୟବାସୀଙ୍କ ଆଗରେ ରିପୋର୍ଟ ରଖିବେ ସରକାର
ଆଜି 5 ମନ୍ତ୍ରୀଙ୍କ ସହିତ ଆଲୋଚନା କରିଥିଲେ ମୁଖ୍ୟମନ୍ତ୍ରୀ: ମନ୍ତ୍ରୀ ସୁରେଶ ପୂଜାରୀ
ମୋହନ ସରକାରଙ୍କ 2ବର୍ଷ ପୂର୍ତ୍ତି, ଓଡ଼ିଶା ଆସିପାରନ୍ତି ପ୍ରଧାନମନ୍ତ୍ରୀ ମୋଦୀ।
