ଅର୍ଡର ହୋଇଥିଲା ଆଣ୍ଡ୍ରଏଡ୍ ଡିଭାଇସ୍, ପାର୍ସଲରେ ଆସିଲା କିଛି ଆଶ୍ଚର୍ଯ୍ୟ ଜିନିଷ

ଅନଲାଇନ୍ ସପିଂ କରିବା ବେଳେ ସାବଧାନ! ନ ହେଲେ କେତେ ବଡ଼ ଠକେଇର ଶିକାର ହୋଇପାରନ୍ତି, ତାହାର ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଗ୍ରେଟର…

ବଚସାରୁ ଭୁଜାଲି ମାଡ଼, ପୁଅକୁ ହତ୍ୟା କଲା ବାପା

କଥାରେ ଅଛି ଝିମିଟି ଖେଳରୁ ମହାଭାରତ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି ଭଦ୍ରକ ଜିଲ୍ଲା କଲେଇ ପଞ୍ଚାୟତରେ । ବାପାର ଭୁଜାଲି ଚୋଟରେ ପୁଅର…

ଆଫଗାନିସ୍ତାନରେ ଭୂକମ୍ପର ଝଟକା, ଭୂକମ୍ପର ତୀବ୍ରତା ୪.୨ ରେକର୍ଡ

ଆଫଗାନିସ୍ତାନରେ ଭୂକମ୍ପ ଝଟକା ଅନୁଭୂତ । ଭୂକମ୍ପର ତୀବ୍ରତା ୪.୨ ବୋଲି ଜଣାପଡିଛି । ଭୂକମ୍ପ ଝଟକା ଯୋଗୁଁ କିଛି କ୍ଷୟକ୍ଷତି ହୋଇନାହିଁ । ନେପାଳର ମୁସ୍ତାଙ୍ଗ…

ମନ୍ଦିର ତାଲା ଭାଙ୍ଗି ଅଳଙ୍କାର ଲୁଟିନେଲେ ଦୁର୍ବୃତ୍ତ, ମା’ ତାରିଣୀଙ୍କ ସୁନା ଅଳଙ୍କାର ସବୁ ଲୁଟ

ଚାନ୍ଦବାଲି: ଦିନକୁ ଦିନ ବଢ଼ିବାରେ ଲାଗିଛି ଚୋରି ମାମଲା | ଠାକୁରଙ୍କୁ ବି ଛାଡିଲେନି ଚୋର | ବିଳମ୍ବିତ ରାତିରେ ମନ୍ଦିରରେ କଳାକନା ବୁଲାଇଲେ ଦୁର୍ବୃତ୍ତ |…

୨୦୨୬ ଏସିଆନ ଗେମ୍ସରେ ପ୍ରତିନିଧିତ୍ୱ କରିବେ ଓଡ଼ିଆ ଖେଳାଳି

ଏସିଆନ ଗେମ୍ସ ୨୦୨୬ର ଇ-ସ୍ପୋର୍ଟସରେ ଭାରତର ପ୍ରତିନିଧିତ୍ୱ କରିବେ ୨ ଓଡ଼ିଆ ଖେଳାଳି । ଓଡ଼ିଶାର ୨ ଖେଳାଳି ଇ-ସ୍ପୋର୍ଟସରେ ପ୍ରତିନିଧିତ୍ୱ କରିବେ ।ଏସିଆନ ଗେମ୍ସ ୨୦୨୬…

୫ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ, ଖର୍ଚ୍ଚ ପାଇଁ କାଢିନିଅନ୍ତୁ ଟଙ୍କା

ଗଣେଶପୂଜା ସହ ଦେଶରେ ଆରମ୍ଭ ହୋଇଯିବ ଉତ୍ସବର ଋତୁ । ଲଗାତାର ୫ ଦିନ ଯାଏଁ ବନ୍ଦ ରହିବ ବ୍ୟାଙ୍କ । ସରକାରୀ ଛୁଟି ଓ ଧର୍ମଘଟ…

ଫେଲ ମାରିଲା ବଡ଼ ବଡ଼ ଜେସିବି ଓ କ୍ରେନ୍, ଗୋଟେ ଇଞ୍ଚ ବି ଘୁଞ୍ଚିଲାନି ଖଡ଼େ ହନୁମାନଙ୍କ ମୂର୍ତ୍ତିକୁ

ଫେଲ ମାରିଲେ ଇଂଜିନିୟର୍ସ । ଧର୍ମ ଏବଂ ଆଧ୍ୟାତ୍ମିକତାର ନଗରୀ ଉଜ୍ଜୟିନୀରେ ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି । କାମ କଲାନି ବଡ଼ ବଡ଼ ଜେବିସି…

ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ, ଦୁଇ ଗୋଷ୍ଟି ମୁହାଁମୁହିଁ

ରାଜେନ୍ଦ୍ରପୁର ପଞ୍ଚାୟତ ଦିଆଲଖଣ୍ଡି ଗ୍ରାମରେ ଅସନ୍ତୋଷ ଦେଖାଦେଇଛି | ଦିଆଲଖଣ୍ଡି ଗାଁର ଅଙ୍ଗନୱାଡି ପାଚେରୀ ନିର୍ମାଣକୁ ନେଇ ବିବାଦ ଦେଖିବାକୁ ମିଳିଛି | ପାଚେରୀ ନିର୍ମାଣକୁ ନେଇ…

ଗୋବିନ୍ଦିପୁରରେ ଅସନ୍ତୋଷ, ବିଡିଓଙ୍କ ପରେ ଜିଲ୍ଲାପାଳଙ୍କ ଦ୍ୱାରସ୍ଥ ହେଲେ ଗ୍ରାମବାସୀ

ବହୁ ଦିନ ଧରି ଗୋବିନ୍ଦିପୁର ଗ୍ରାମର ମୁଖ୍ୟ ରାସ୍ତାରେ ବର୍ଷା ପାଣି ଓ କାଦୁଅ ଜମି ରହିବାରୁ ଗ୍ରାମବାସୀ ବହୁ ସମସ୍ୟାର ସମ୍ମୁଖୀନ ହେଉଛନ୍ତି | ସମସ୍ୟାର…

ରାଜ୍ୟରେ ସକ୍ରିୟ ହେଉଛି ମୌସୁମୀ ବାୟୁ, ୧୪ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି

୨ ଦିନ ଧରି ପ୍ରବଳ ଛେଚିବ ! ରାଜ୍ୟରେ ମୌସୁମୀ ବାୟୁ ସକ୍ରିୟ ହୋଇଛି । ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ଏବଂ ଆସନ୍ତାକାଲି…

ସୁନା ଓ ରୂପା ଦରରେ ସାମାନ୍ୟ ପରିବର୍ତ୍ତନ, ଆସନ୍ତୁ ଜାଣିବା କ’ଣ ରହିଛି ଆଜିର ଦର

ଦିନକୁ ଦିନ ସୁନାର ମୂଲ୍ୟ ବଢୁଥିବା ବେଳେ, ଆଜି ସୁନା ଦର କମିଥିବା ବେଳେ ରୂପା ଦର ସ୍ଥିର ରହିଛି । ସୁନାର ମୂଲ୍ୟ ବଢ଼ୁଥିବାରୁ ଲୋକେ…

ଆନ୍ଧ୍ରପ୍ରଦେଶରେ ଦେଖାଦେଇଛି କୋଭିଡ ଭୟ, କୋଭିଡକୁ ନେଇ ଓଡ଼ିଶାରେ ହାଇଆଲର୍ଟ ଜାରି

ଭୁବନେଶ୍ୱର: ପୁଣି ଡ଼ରାଇଲାଣି କୋଭିଡ ।  ଆନ୍ଧ୍ରପ୍ରଦେଶରେ ପୁଣି ଦେଖାଦେଇଛି କରୋନା । ଆନ୍ଧ୍ରରେ ୨ ବ୍ୟକ୍ତିଙ୍କ ମୃତ୍ୟୁ ପରେ ସୀମାନ୍ତ ଓଡିଶାରେ ହାଇଆଲର୍ଟ । ରାଜ୍ୟରେ…