ଆସନ୍ତା ୮ ତାରିଖ ଭୁବନେଶ୍ୱର ଆସିବେ ମୋଦି।

ରାଜଧାନୀରେ ଆୟୋଜିତ ପ୍ରବାସୀ ଭାରତୀୟ ଦିବସ କାର୍ଯ୍ୟକ୍ରମରେ ସାମିଲ ହେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆସନ୍ତା ୮ ତାରିଖ ରାତି ୮ଟାରେ ବିମାନବନ୍ଦରରେ ଅବତରଣ କରିବେ। ୯…

ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ସଚେତନ କଲେ-ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏଁ ସଚେତନତା ପଦଯାତ୍ରା-‘ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି ସୁରକ୍ଷିତ…

ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗମଣ୍ଡା ଗାଁରେ ଗୁଳିକାଣ୍ଡ ।

ଭାଇ ଭଉଣୀଙ୍କୁ ଗୁଳିମାଡ଼ । ଅନୁଗୁଳ ଜିଲ୍ଲା କିଶୋରନଗର ଥାନା ଭାଙ୍ଗ ମଣ୍ଡା ଗାଁରେ ଏହି ଗୁଳିକାଣ୍ଡ ଘଟିଛି । ବିଳମ୍ୱିତ ରାତିରେ ଘର ବାରଣ୍ଡାରେ ଶୋଇଥିବା…

ଆଜିଠୁ କମ୍ପିବ ମଥୁରା ନଗରୀ ବରଗଡ଼

ବରଗଡ଼ରେ ଆରମ୍ଭ ହେଉଛି ୧୧ ଦିନିଆ ବିଶ୍ବପ୍ରସିଦ୍ଧ ଧନୁଯାତ୍ରାମଥୁରାନଗରୀରେ ପୁଣି ଶୁଭିବ ମହାରାଜ କଂସଙ୍କ ଅଟ୍ଟହାସ୍ୟକଂସ ଦରବାରରେ ନାଚିବେ ୧୫୦ରୁ ଅଧିକ ସାଂସ୍କୃତିକ ଦଳଜାତୀୟ ଓ ଅନ୍ତର୍ଜାତୀୟ…

ଘନ କୁହୁଡ଼ି ୩ଜିଲ୍ଲାକୁ ୱାର୍ଣ୍ଣିଂ

କାଲି ଘନ କୁହୁଡ଼ି ନେଇ ୩ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ-ଅନୁଗୁଳ, ଢେଙ୍କାନାଳ ଓ କନ୍ଧମାଳ ଜିଲ୍ଲାକୁ ପାଣିପାଗ ବିଭାଗର ସତର୍କତା-ଦୃଶ୍ୟମାନ କ୍ଷମତା ୨୦୦ ମିଟରରୁ କମ୍ ରହିପାରେ

ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଖୁସି ଖବରଦେଲେ ମୋହନ ସରକାର

ସରକାରୀ ଅନୁଦାନପ୍ରାପ୍ତ ସ୍କୁଲ୍ ଓ କଲେଜ କର୍ମଚାରୀଙ୍କ ଲାଗି ଖୁସି ଖବର-ଅନୁଦାନପ୍ରାପ୍ତ ଶିକ୍ଷାନୁଷ୍ଠାନର ଶିକ୍ଷକ ଓ କର୍ମଚାରୀଙ୍କ ଗ୍ରାଚ୍ୟୁଇଟି ବଢ଼ିଲା-ଗ୍ରାଚ୍ୟୁଇଟି ରାଶି ବଢ଼ାଇଲେ ରାଜ୍ୟ ସରକାର-ଗ୍ରାଚ୍ୟୁଇଟି ରାଶି…

ନୂଆବର୍ଷରୁ ଏହି ସ୍ମାର୍ଟଫୋନ୍‌ରେ ଚାଲିବନି ହ୍ବାଟ୍ସଆପ୍! ଚିନ୍ତାରେ ୟୁଜର୍

ନୂଆଦିଲ୍ଲୀ : ହ୍ବାଟ୍ସଆପ୍ ବ୍ୟବହାରକାରୀଙ୍କ ପାଇଁ ଗୁରୁତ୍ବପୂର୍ଣ୍ଣ ଖବର। କାରଣ ନୂଆ ବର୍ଷରୁ ଏହି ଆପ୍ ଲକ୍ଷ ଲକ୍ଷ ବ୍ୟବହାରକାରୀଙ୍କ ପାଇଁ ବନ୍ଦ ହୋଇଯିବ। ଅର୍ଥାତ୍‌ ୨୦୨୫ରୁ…

ଜିରୋ ନାଇଟ୍‌: ରୋଡ୍‌ ରୋମିଓଙ୍କ ଉପରେ ରହିବ ତୀକ୍ଷ୍ଣ ନଜର!

ଭୁବନେଶ୍ୱର: ଆଉ ୨ ଦିନ ପରେ ବଦାୟ ନେବ ୨୦୨୪। ନୂଆବର୍ଷକୁ ସ୍ୱାଗତ ସହ ଜିରୋ ନାଇଟ୍‌ ସେଲିବ୍ରେସନ୍‌ ପାଇଁ ସବୁଆଡେ଼ ଜୋର୍‌ଦାର ଚାଲିଛି ପ୍ରସ୍ତୁତି। ଏହି…