ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ

ଆଜିଠୁ ୩ ଦିନିଆ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ।ଉପରାଷ୍ଟ୍ରପତିଙ୍କ ଶପଥ ଗ୍ରହଣ ସମାରୋହରେ ହେବେ ସାମିଲ।ସରକାରୀ ଓ ସାଂଗଠନିକ କାର୍ଯ୍ୟକ୍ରମରେ ଯୋଗ ଦେଇପାରନ୍ତି।କିଛି କେନ୍ଦ୍ରମନ୍ତ୍ରୀଙ୍କୁ ଭେଟିବେ ମୋହନ ମାଝୀ।

5ଟି ପ୍ରସ୍ତାବ ଉପରେ ମୋହନଙ୍କ ମୋହର

ରାଜ୍ୟ କ୍ୟାବିନେଟରେ ବାଜିଲା ମୋହର।5ଟି ପ୍ରସ୍ତାବ ଉପରେ ମୋହର ଲଗାଇଲେ ମୋହନ ସରକାର ।ନୂଆ ଭୁବନେଶ୍ୱର ପାଇଁ ମାଷ୍ଟରପ୍ଲାନକୁ ମିଳିଲା ମଞ୍ଜୁରୀ ।ପ୍ରାୟ 8ଶହ ଏକର ଜମିକୁ…

ନିଯୁକ୍ତି ପରୀକ୍ଷାର ଫି’ ଫେରିପାଇବେ ପରୀକ୍ଷାର୍ଥୀ

ଓଡ଼ିଶା ନିଯୁକ୍ତି ପରୀକ୍ଷା ଫିସ ପ୍ରଦାନ ଓ ଫେରସ୍ତ ନିୟମାବଳୀ 2025କୁ ମିଳିଲା ମଞ୍ଜୁରୀ ।ଏଣିକି କେବଳ SC/ST ଓ ଭିନ୍ନକ୍ଷମ ଆଶାୟୀଙ୍କୁ ପରୀକ୍ଷା ଫିସ୍‌ ଛାଡ଼…

୨୦୨୪ର ଦୁର୍ଘଟଣା ତଥ୍ୟରୁ ସାମ୍ନାକୁ ଆସିଛି,ହେଲମେଟ ନ ପିନ୍ଧି ଯାଇଛି ୧୬୯୬ ଜୀବନ

ଭୁବନେଶ୍ୱର: ଦିନକୁ ଦିନ ବୃଦ୍ଧି ପାଉଥିବା ସଡ଼କ ଦୁର୍ଘଟଣା ସମସ୍ତଙ୍କ ପାଇଁ ଚିନ୍ତାର କାରଣ ହୋଇଛି। ଏହାକୁ ହ୍ରାସ କରିବାକୁ ସରକାରଙ୍କ ପକ୍ଷରୁ ବିଭିନ୍ନ ପଦକ୍ଷେପ ହାତକୁ…

ରାଜ୍ୟପାଳଙ୍କୁ ପାରମ୍ପରିକ ସଙ୍ଗୀତ ଓ ନୃତ୍ୟ ମାଧ୍ୟମରେ ସ୍ୱାଗତ ଜଣାଇଲେ ବଣ୍ଡା ଜନଜାତି

ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ ମୁଦୁଲିପଡା ପଞ୍ଚାୟତ ବଣ୍ଡାଘାଟି ରାଜ୍ୟପାଳ ଡ. ହରିବାବୁ କମ୍ଭମପାଟି ବୁଧବାର ଗସ୍ତ କରିଛନ୍ତି। ରାଜ୍ୟପାଳ ଡ. ହରି ବାବୁ କମ୍ଭମପାଟି ଗୋବିନ୍ଦପାଲି…

ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଂକେର ଜିଲ୍ଲାରେ ପୁଣି ନକ୍ସଲ ଏବଂ ପୁଲିସ ମଧ୍ୟରେ ଗୁଳିବନିମୟ ଘଟିଛି।

ପରତାପୁର ଅଂଚଳରେ ସୁରକ୍ଷା ବାହିନୀର ଯବାନମାନେ ସର୍ଚ୍ଚ ଅପରେସନ କରୁଥିବା ବେଳେ ନକ୍ସଲ ଅତର୍କିତ ଗୁଳି ଚଳାଇଥିଲେ। ଯବାନ ମଧ୍ୟ ପାଲଟା ଜବାବ ଦେଇଥିଲେ। ଦୀର୍ଘ ସମୟ…

ଧର୍ମଶାଳାରେ ବିଜେପିର ଐତିହାସିକ ମହାମିଶ୍ରଣ ପର୍ବ ଓ ଶକ୍ତି ପ୍ରଦର୍ଶନ

ଭୁବନେଶ୍ବର: ୨୦୨୪ ସାଧାରଣ ନିର୍ବାଚନରେ ରାଜ୍ୟରେ ବିଜେପି ସରକାର ପରିବର୍ତ୍ତନ ହେବା ପରେ ଯାଜପୁର ଜିଲ୍ଲାର ବିଜେଡି ଗଡ଼ ଦୋହଲିସାରିଲାଣି। ଆଜି ଯାଜପୁର ସ୍ଥିତ ଧର୍ମଶାଳା ମହୋତ୍ସବ ପଡ଼ିଆଠାରେ ରାଜ୍ୟ…

ଶୁଷ୍କ ଏବଂ ସମ୍ବେଦନଶୀଳ ତ୍ୱଚା ପାଇଁ ଚାଉଳ ଗୁଣ୍ଡ ସର୍ବୋତ୍ତମ

ସୁସ୍ଥ ଏବଂ ଚମକଦାର ତ୍ୱଚା ପାଇଁ ଚାଉଳ ମଇଦା ଏକ ଜଣାଶୁଣା ପ୍ରାକୃତିକ ଉପଚାର। ଏହା ମୃତ ତ୍ୱଚା କୋଷଗୁଡ଼ିକୁ ଦୂର କରିବାରେ, ଲାଲତା କମ କରିବାରେ…

ପ୍ରଜକ୍ତା କୋଲିଙ୍କ ହୃଦୟ ଭାଙ୍ଗିଲା

ନେପାଳରେ ଜେନ-ଜେଡ୍ ପ୍ରତିବାଦ ପରେ ପରିବେଶ ଉଷ୍ମ ହୋଇଛି। ସେଠାରେ ରାଜନୈତିକ ଏବଂ ସାମାଜିକ ସଙ୍କଟ ଆହୁରି ଘନିଷ୍ଠ ହୋଇଛି। ପ୍ରଜକ୍ତା କୋଲି ତାଙ୍କ ଏକ ଇନଷ୍ଟାଗ୍ରାମ…

ନେପାଳର ମହିଳା ବୈଦେଶିକ ମନ୍ତ୍ରୀ ଅର୍ଜୁ ଦେଉବା ନିଖୋଜ

ପ୍ରଧାନମନ୍ତ୍ରୀ କେପି ଶର୍ମା ଓଲିଙ୍କ ଇସ୍ତଫା ପରେ ମଧ୍ୟ ନେପାଳରେ ବିଶୃଙ୍ଖଳା ଏବଂ ହିଂସାତ୍ମକ ପ୍ରତିବାଦ ଜାରି ରହିଛି। ମଙ୍ଗଳବାର ଦିନ ପ୍ରଦର୍ଶନକାରୀମାନେ ଅନେକ ପୂର୍ବତନ ପ୍ରଧାନମନ୍ତ୍ରୀ…

ଆଜି କ୍ୟାବିନେଟ୍ ବୈଠକ

ଆଜି ଅପରାହ୍ନରେ ରାଜ୍ୟ କ୍ୟାବିନେଟ୍ ଗୁରୁତ୍ୱପୂର୍ଣ୍ଣ ବୈଠକ।ଅପରାହ୍ନ ୫ଟାରେ ଲୋକସଭା ଭବନ ସମ୍ମିଳନୀ କକ୍ଷରେ ବୈଠକ।ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ।ବିଭିନ୍ନ ବିଭାଗରେ ୫ରୁ…