ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା

ନୂଆପଡ଼ା: ନୂଆପଡ଼ାରେ ମହିଳା କନେଷ୍ଟବଳଙ୍କ ଆତ୍ମହତ୍ୟା । ମୃତ୍ୟୁ ପୂର୍ବରୁ ଭଡିଓ କରି ଆତ୍ମହତ୍ୟା ର କାରଣ ଦର୍ଶାଇଛନ୍ତି ମହିଳା କନେଷ୍ଟବଳ । ମହିଳା କନେଷ୍ଟବଳଙ୍କ ମୃତ୍ୟୁ…

ଘୋଷଣା ହେଲା ୧୨ ନୂଆ NAC

ନଗର ଉନ୍ନୟନ ବିଭାଗ ପକ୍ଷରୁ ବିଜ୍ଞପ୍ତି ଜାରି୭ ଜିଲ୍ଲାରେ ଗଠନ ହେବ ୧୨ ନୂଆ #ଏନଏସିପାଲଲହଡ଼ା, ବୀରମହାରାଜପୁର, ସିମୁଳିଆ, ବସ୍ତାବେତନଟି, ବାଙ୍ଗିରପୋଷୀ, ତିହିଡ଼ି, ରେଙ୍ଗାଲିବିଷମକଟକ, ଚିତ୍ରଡ଼ା, ଧୁଷୁରୀ,…

ଯୌନ ନିର୍ଯାତନା ଦେଉଥିଲେ ବାବା, ବାନ୍ଧିଲା ପୁଲିସ।

ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର…

ରେଲୱେ ପଦବୀ ପାଇଁ କିପରି କରିବେ ଆବେଦନ?

ରେଲୱେରେ କ୍ୟାରିୟର ଗଢିବାକୁ ଥିବା ପ୍ରାର୍ଥୀଙ୍କ ପାଇଁ ୨୪୧୮ଟି ପଦବୀ ଖାଲି ପଡିଛି । ଅନଲାଇନ୍ ମାଧ୍ୟମରେ ଆବେଦନ ପ୍ରକ୍ରିୟା ଅଗଷ୍ଟ ୧୨ରୁ ଆରମ୍ଭ ହୋଇସାରିଛି ।…

ଶ୍ରୀମନ୍ଦିର ଉପରକୁ ଚଢ଼ୁଥିବା ବେଳେ କାବୁ ହେଲେ ଜଣେ ବ୍ୟକ୍ତି

ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ । ପୁରୀ ଶ୍ରୀମନ୍ଦିର ଉପରକୁ ଚଢୁଥିବାବେଳେ ଜଣେ ପର୍ଯ୍ୟଟକଙ୍କୁ କାବୁକଲା ଜଗନ୍ନାଥ ଟେମ୍ପଲ ପୁଲିସ । ପ୍ରାୟ ୫ ରୁ…

ଆଜି ପ୍ରକାଶ ପାଇବ ମାଟ୍ରିକ୍ ସପ୍ଲିମେଣ୍ଟାରୀ ରେଜଲ୍ଟ। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଏନେଇ ସୂଚନା।

ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୨ ହଜାର ୪୧୭ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ । ସେମାନଙ୍କ ମଧ୍ୟରୁ ୪ ଲକ୍ଷ ୮୪ ହଜାର…

ଆଜି ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟତିଥି।ଆସନ୍ତୁ ତାଙ୍କ ବିଷୟରେ କିଛି ରୋଚକ ତଥ୍ୟ ଜାଣିବା

ଆଜିବାଜପେୟୀ ଙ୍କ ୭ମ ପୁଣ୍ୟତିଥି ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ଆଜି ୭ମ ପୁଣ୍ୟତିଥିସଦୈବ ଅଟଳ ସ୍ମୃତିରେ ପହଞ୍ଚି ଶ୍ରଦ୍ଧା ସୁମନ ଅର୍ପଣ କଲେ ରାଷ୍ଟ୍ରପତି,…