ଦିଲ୍ଲୀ ଯିବେ ସୁରୁ ତୁରିଆ

ମୟୁରଭଞ୍ଜ: ମୟୁରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ବାସାଘୁଟୁ ଗ୍ରାମର ଆଦିବାସୀ ମହିଳା ସୁରୁ ତିରିଆଙ୍କୁ ପାଖକୁ ଆସିଛି ଦିଲ୍ଲୀ ଡାକରା ରାଷ୍ଟ୍ରପତି ଭବନରୁ । ଆଦିବାସୀ ମହିଳା…

ଆଜିଠାରୁ ପ୍ରବଳ ବର୍ଷା

ଭୁବନେଶ୍ୱର : ଆଜିଠାରୁ ପ୍ରବଳ ବର୍ଷିବ । ସୂଚନାନୁସାରେ ଆସନ୍ତାକାଲି ଉତ୍ତର ପଶ୍ଚିମକେନ୍ଦ୍ରୀୟ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି ।ଉପକୂଳ ଓଡ଼ିଶାରେ…

ଦାୟିତ୍ବ ନେଲେ ଶିଶୁ ସୁରକ୍ଷା ଅଧିକାର ଆୟୋଗ ଅଧ୍ୟକ୍ଷା ବବିତା ପାତ୍ର,କହିଲେ ବରଗଡ଼ ଘଟଣା ଦୁର୍ଭାଗ୍ୟଜନକ।

ଶିଶୁମାନଙ୍କର ବିକାଶ ପାଇଁ କାର୍ଯ୍ୟ କରିବି ବୋଲି କହିଲେ-ବିଗତ କେସ୍‌ଗୁଡ଼ିକୁ ଅନୁଧ୍ୟାନ କରିବି, ରୋଡ୍‌ମ୍ୟାପ ପ୍ରସ୍ତୁତ କରିବି-ଶିଶୁ ଦେଶର ଭବିଷ୍ୟତ, ସେମାନଙ୍କର ସୁରକ୍ଷା ଜରୁରୀ-ବିଭାଗୀୟ ମନ୍ତ୍ରୀଙ୍କ ସହ…

ଲୋକ ସଭାରେ ପାରିତ ହେଲା ନୂଆ ଆୟକର ବିଲ୍‌ ୨୦୨୫

ଲୋକସଭାରେ ପାରିତ ହୋଇଛି ନୂଆ ଆୟକର ବିଲ-୨୦୨୫। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ପୂର୍ବାହ୍ନରେ ଏହି ବିଧେୟକ ଆଗତ କରିବା ପରେ ଏହା ଉପରେ ଆଲୋଚନା ହୋଇଥିଲା।…

ନବରଙ୍ଗପୁର ରାଇଘରରେ, 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡ଼ି

ନବରଙ୍ଗପୁର: ଆଜି 12 ଘଣ୍ଟିଆ ବନ୍ଦ ଡାକରା ଦେଇଛି ବିଜେଡି ନବରଙ୍ଗପୁର ରାଇଘରରେ । ସକାଳ ୬ଟାରୁ ସନ୍ଧ୍ୟା ୬ଟା ଯାଏଁ ବନ୍ଦ ପାଳନ ହେବ ।…

ଜୟପୁର,ଅରବିନ୍ଦ ନଗରରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ହାତରେ ରାଖୀ ବାନ୍ଧିଛନ୍ତି

ଜୟପୁର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରକ୍ଷାବନ୍ଧନ ଉତ୍ସବରେ ସାମିଲ ହୋଇଛନ୍ତି । ଅରବିନ୍ଦ ନଗରରେ ଥିବା ସରସ୍ଵତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରଛାତ୍ରୀ  ମୁଖ୍ୟମନ୍ତ୍ରୀଙ୍କ ହାତରେ…

କାରକୁ ପିଟିଲା ହାଇୱା ଟ୍ରକ୍

ବିଳମ୍ବିତ ରାତିରେ ଏ.ଜି. ଛକରେ ସିରିଜ ଦୁର୍ଘଟଣା-କାରକୁ ପିଟିଲା ହାଇୱା ଟ୍ରକ୍-ଅଳ୍ପକେ ବର୍ତ୍ତିଲେ କାର ଚାଳକ ଓ ଯାତ୍ରୀ-ହାଇୱାଟି ରାଜମହଲରୁ କଳ୍ପନା ଯାଉଥିବା ବେଳେ କାରଟି ବିମାନବନ୍ଦରରୁ…

ଆଜି ଗହ୍ମା ପୂର୍ଣ୍ଣିମା ବା ରାଖି ପୂର୍ଣ୍ଣିମା

ଭାଇ ହାତରେ ଅତି ସ୍ନେହରେ ରାଖି ବାନ୍ଧିବ ଭଉଣୀଭାଇର ଉଜ୍ବଳ ଭବିଷ୍ୟତ ପାଇଁ ପ୍ରାର୍ଥନା କରେ ଭଉଣୀଗହ୍ମା ପୂର୍ଣ୍ଣିମାରେ ପ୍ରଭୁ ବଳଭଦ୍ରଙ୍କ ଜନ୍ମ ତିଥିବଳଭଦ୍ର ଓ ଜଗନ୍ନାଥଙ୍କୁ…

ବସ୍‌ ବାଇକ୍‌ ଧକ୍କା,୨ମୃତ

ବୌଦ୍ଧ: ବୌଦ୍ଧରେ ବସ୍‌-ବାଇକ୍‌ ମୁହାଁମୁହିଁ ଧକ୍କା; ୨ ବାଇକ୍‌ ଆରୋହୀ-ବାଉଁଶୁଣୀ ଥାନା ଗଜରାଜପୁର ଛକ ନିଟକରେ ଦୁର୍ଘଟଣା-ଭୁବନେଶ୍ବରରୁ ଉମରକୋଟ ଅଭିମୁଖେ ଯାଉଥିଲା ବସ୍-ବିଳମ୍ବିତ ରାତିରେ ଧକ୍କା ହେବାରୁ…

ଭାରତ ସହ ବାଣିଜ୍ୟ କଥା ବାର୍ତ୍ତା ସ୍ଥଗିତ କଲେଟ୍ରମ୍ପ

ଆଗ ସମାଧାନ ପରେ ଆଲୋଚନା କହିଲେ ଟ୍ରମ୍ପରୁଷିଆ ସହ ତେଲ କିଣା ଚୁକ୍ତି ସମାଧାନ ନହେବା ଯାଏ ସ୍ଥଗିତଘୋଷଣା କଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଭାରତ ଉପରେ…