ଢାବା ମାଲିକଙ୍କୁ ଗୁଳିକରି ଚମ୍ପଟ ‘ ମାରୁଥିଲେ,ପୋଲିସର ୨ ଡକାୟତଙ୍କୁ ଏନକାଉଣ୍ଟର

ରାଉରକେଲାରେ ଡବଲ ଏନକାଉଣ୍ଟରଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସର ଏନକାଉଣ୍ଟରଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟରଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି…

ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ, ପାକିସ୍ତାନ ମୁଣ୍ଡ ଟିଣ!

ନୂଆଦିଲ୍ଲୀ: ପହଲଗାମ୍ ଆତଙ୍କୀ ହମଲା ପରେ ଆକ୍ସନ ମୋଡରେ ଭାରତ । ପ୍ରତିଶୋଧ ପାଇଁ ପ୍ରସ୍ତୁତି ଘନଘନ ଚାଲୁଥିବା ବେଳେ ଦିଲ୍ଲୀରେ ଆକ୍ସନ ଦେଖି ଇସଲାମାବାଦରେ ହଲଚଲ…

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ ଗୃହମନ୍ତ୍ରୀ ଅମିତ ଶାହ, ହୋଇପାରେ ବଡ଼ ଆକ୍ସନ।

ରାଷ୍ଟ୍ରପତି ଭବନରେ ମହାମହିମ ଦ୍ରୌପଦୀ ମୁର୍ମୁଙ୍କୁ ଭେଟିଲେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା-ରାଷ୍ଟ୍ରପତିଙ୍କୁ ଭେଟିଲେ ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର-ସର୍ବଦଳୀୟ ବୈଠକ ପୂର୍ବରୁ ରାଷ୍ଟ୍ରପତିଙ୍କୁ ଭେଟିଲେ-ରାଷ୍ଟ୍ରପତିଙ୍କୁ…

ଗୌତମ ଗମ୍ଭୀରଙ୍କୁ ISIS କାଶ୍ମୀର ପକ୍ଷରୁ ହତ୍ୟା ଧମକ;ଦିଲ୍ଲୀ ପୋଲିସର ତନାଘନା

ISIS କାଶ୍ମୀର ପକ୍ଷରୁ ହତ୍ୟା ଧମକ ଇ-ମେଲ ଜରିଆରେ ଧମକ ମେସେଜ୍ ଭାରତୀୟ କ୍ରିକେଟ ମୁଖ୍ୟ କୋଚ୍ ଗୌତମ ଗମ୍ଭୀର ଧମକପୂର୍ଣ୍ଣ ମେସେଜ୍ ନେଇ ଜଣାଇଲେ ଗମ୍ଭୀର…

ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣା

ହସ୍ପିଟାଲ୍‌ରେ ଦୁର୍ଘଟଣା ବୃଦ୍ଧାଙ୍କ ଅକାଳ ମୃତ୍ୟୁଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଅଭାବନୀୟ ଘଟଣାହସ୍ପିଟାଲ୍ ଲିଫ୍ଟରେ ଚାପି ହୋଇ ବୃଦ୍ଧାଙ୍କ ଅକାଳ ମୃତ୍ୟୁଲିଫ୍ଟ ଭିତରେ ଷ୍ଟ୍ରେଚର୍‌ ସହ ଚାପିହୋଇ…

ପାଣିରେ ନିଆଯିବ ପହଲଗାମର ପ୍ରତିଶୋଧ:ଚୁକ୍ତି ବାତିଲରେ କଣ ପଡ଼ିବ ପ୍ରଭାବ ?

ପହଲଗାମରେ ଏପ୍ରିଲ ୨୨ରେ ପର୍ଯ୍ୟଟକଙ୍କ ଉପରେ ହୋଇଥିବା ଆତଙ୍କୀ ହମଲା ପରେ କେନ୍ଦ୍ର ସରକାର ପାକିସ୍ତାନ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ପାକିସ୍ତାନକୁ ପାନେ ଦେବା…

ସିଲ୍ ହେଲା ଭାରତ-ପାକିସ୍ତାନ ସୀମା, ପାଣି ବି ବନ୍ଦ କରିଦେଲା ଭାରତ

ପହଲଗାମ ଆକ୍ରମଣ ପରେ ପାକିସ୍ତାନ ବିରୋଧରେ ଅତି କଠୋର ପଦକ୍ଷେପ ଗ୍ରହଣ କରିଛି । ଦୁଇ ଦେଶ ମଧ୍ୟରେ ନେହେରୁ ସରକାରଙ୍କ ସମୟରେ ସ୍ବାକ୍ଷରିତ ସିନ୍ଧୁଜଳ ଚୁକ୍ତିକୁ…

ଯିଏ ବି ପରଦା ପଛରେ ଅଛି, ତାକୁ ଜବାବ ମିଳିବ: ରାଜନାଥ

ପହଲଗାମ ଆକ୍ରମଣ ନେଇ ରାଜନାଥଙ୍କ ପ୍ରତିକ୍ରିୟା‘ଭାରତକୁ କେହି ଡରାଇପାରିବେ ନାହିଁ’ଆତଙ୍କ ବିରୋଧରେ ସାରାଦେଶ ଏକଜୁଟ୍: ରାଜନାଥଯିଏ ବି ପରଦା ପଛରେ ଅଛି, ତାକୁ ଜବାବ ମିଳିବ: ରାଜନାଥ‘ଷଡ଼ଯନ୍ତ୍ରକାରୀଙ୍କ…

ଖରାଦିନରେ କରନ୍ତୁ Ice Facial, ଫ୍ରେସ ଲାଗିବା ସହ ଚମକିବ ତ୍ୱଚା। କେମିତି କରିବେ ଜାଣନ୍ତୁ ପୁରା ପ୍ରସେସ।

ଆଇସ୍ ଫେସିଆଲ ହେଉଛି ଏକ ସ୍କିନ୍ କେୟାର୍ ଟ୍ରିଟମେଣ୍ଟ ଯାହା ସ୍କିନକୁ ସତେଜ ରଖିବା ପାଇଁ ବରଫ କିମ୍ବା ବରଫ କ୍ୟୁବ୍ ବ୍ୟବହାର କରେ । ଆଇସ୍…

କାର୍-ବାଇକ୍ ମୁହାଁମୁହିଁ ଧକ୍କା, ୨ ବାଇକ୍ ଆରୋହୀଙ୍କର ଘଟଣା ସ୍ଥଳରେ ଉଡିଗଲା ପ୍ରାଣବାୟୁ।

ବୌଦ୍ଧ ୨୩।୪: ବୌଦ୍ଧ ପୁରୁଣାକଟକ ଥାନା ୫୭ ନମ୍ବର ଜାତୀୟ ରାଜପଥ ଦିଗିସିରା ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । କାର୍-ବାଇକ୍ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି । ଦୁଇ…

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ

ଆମେରିକା ଉପରାଷ୍ଟ୍ରପତି ଜେଡି ଭାନ୍ସଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀବାସଭବନରେ ଜେଡି ଭାନ୍ସଙ୍କ ପରିବାର ସହ ସମୟ ବିତାଇଲେ ମୋଦୀଜେଡି ଭାନ୍ସଙ୍କ କୁନିକୁନି ପିଲାଙ୍କ ସହ ଖେଳିଲେ ଏବଂ ସେମାନଙ୍କୁ…