‘ପୂର୍ବ ସରକାରରେ ଅପରାଧ ଘଟୁଥିଲା, କାର୍ଯ୍ୟାନୁଷ୍ଠାନ ହେଉ ନଥିଲା’
ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁଗଣମାଧ୍ୟମରେ ଖାଲି ହତ୍ୟାର ଖବର: ଅରୁଣ ସାହୁ‘ଅପରାଧୀ ଜାଣିଲେଣି ଏହା ଦୁର୍ବଳ ସରକାର ତେଣୁ ମାନୁନାହାନ୍ତି’‘୮୦ ଦାଦନ ଶ୍ରମିକଙ୍କ…
Breaking And Latest News Of Odisha
ବିଜେପି ଉପରେ ବର୍ଷିଲେ ବିଜେଡି ବିଧାୟକ ଅରୁଣ ସାହୁଗଣମାଧ୍ୟମରେ ଖାଲି ହତ୍ୟାର ଖବର: ଅରୁଣ ସାହୁ‘ଅପରାଧୀ ଜାଣିଲେଣି ଏହା ଦୁର୍ବଳ ସରକାର ତେଣୁ ମାନୁନାହାନ୍ତି’‘୮୦ ଦାଦନ ଶ୍ରମିକଙ୍କ…
ଓଡ଼ିଶାରେ ଯୋଗାଯୋଗର ନୂଆ ଯୁଗ । ୪ ହଜାର କୋଟି ଟଙ୍କାରୁ ଅଧିକ ନିବେଶରେ ମୋଟ୍ ୧୫୪ କିଲୋମିଟର ଦୀର୍ଘ ୧୯ଟି ସଡ଼କ ପ୍ରକଳ୍ପର ଶିଳାନ୍ୟାସ ଓ…
ଆଠମଲ୍ଲିକ: ଭିଜିଲାନ୍ସ ଜାଲରେ ଆଠମଲ୍ଲିକ ବ୍ଲକ ସହକାରୀ ନିର୍ବାହୀ ଯନ୍ତ୍ରୀ ରାମଚନ୍ଦ୍ର ଶତପଥୀ। ଜୁନାଗଡ଼ ଡାକ୍ତରଖାନାରେ କାମ କରୁଥିବା ତାଙ୍କର ଜ୍ବାଇଁ ଡାକ୍ତର ତପନ ତ୍ରିପାଠୀଙ୍କ ଘରୁ ମିଳିଲା…
ଯାତ୍ରା ଦେଖି ଫେରିବା ବେଳେ ଦୁର୍ଘଟଣାଘଟଣାସ୍ଥଳରେ ୩ଜଣଙ୍କ ମୃତ୍ୟୁବଡ଼ଗାଁ ଭୋଇପାଲି ନିକଟରେ ଦୁର୍ଘଟଣାରାସ୍ତା କଡ଼ ଟ୍ରାକ୍ଟର ପଛରେ ପିଟିଲା ବାଇକବିଳମ୍ବିତ ରାତିରେ ଘଟିଛି ଦୁର୍ଘଟଣା
ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି । ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂବବର୍ଷରେ ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା…
ଭୁବନେଶ୍ୱର: ଏପ୍ରିଲ ୧୬ରୁ +୩ ନାମଲେଖା ଆବେଦନNEP-୨୦୨୦ ଆଧାରରେ ହେବ ୨୦୨୫-୨୬ ପାଇଁ ନାମଲେଖାଛାତ୍ରଛାତ୍ରୀ SAM ପୋର୍ଟାଲରେ ମାଧ୍ୟମରେ ଆବେଦନ କରିପାରିବେଜୁଲାଇ ୧୦ ତାରିଖ ସୁଦ୍ଧା ଆରମ୍ଭ…
ଓଡ଼ିଶାର ସଂସ୍କୃତି ଏବଂ ପରମ୍ପରା ଭିନ୍ନ । ଓଡ଼ିଆମାନେ ବାର ମାସରେ ତେର ପର୍ବ ପାଳନ କରିଥାନ୍ତି । ପଣାରେ ମହକୁଛି ପଲ୍ଲୀରୁ ସହର । ଆଜି…
ଧର୍ମଶାଳରେ ଚାଲିଥିବା ଏକ ଯଜ୍ଞରେ ଯୋଗ ଦେବାକୁ ଯାଉଥିବାବେଳେ ରବିବାର ଦିନ ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଗାଡ଼ି ଉପରକୁ ଆକ୍ରମଣ ହୋଇଛି। ଏହି ଆକ୍ରମଣ ପଛରେ…
ଶନିବାର ବିଭିନ୍ନ ୟୁପିଆଇ ଆପ୍ ଧୀମା ହେବାର ଖବର ଆସିଥିଲା । ଏବେ ମେସେଜିଂ ଆପ୍ ହ୍ବାଟ୍ସଆପ୍ ମଧ୍ୟ ଅଚଳ ହେବାର କେତେକ ଖବର ଆସିଛି। ହଜାର…
ଶ୍ରୀ ମିଶ୍ର ପୁଣି ଥରେ ହୁଇସିଲ୍ କଥା କହିଛନ୍ତି। ହୁଇସିଲ ଫୁଙ୍କିଲେ ବିଜେଡି ଭାଙ୍ଗିଯିବ ବୋଲି କହିଛନ୍ତି। ଆମେ ମଧ୍ୟ ହୁଇସିଲ ବାଜିବାର ଅପେକ୍ଷାରେ ଅଛୁ। ଯେଉଁଦିନ…
ମାଲକାନଗିରି ଚିତ୍ରକୋଣ୍ଡା ବ୍ଲକର ସହକାରୀ ଯନ୍ତ୍ରୀ ପବିତ୍ର ମୋହନ ପାଣିଗ୍ରାହୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ଗତକାଲି ସନ୍ଧ୍ୟାରେ ନିଜର ୱାଗନର କାରରେ ନଗଦ ଟଙ୍କା ନେଇ ଯାଉଥିବା ବେଳେ…
ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତିପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନଦଳରେ କ’ଣ ଅଛି ଯେ, ଦଳ ଗଢ଼ିବେବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି’ମୋ ବିରୋଧରେ ବି…