ଆସନ୍ତା ୩ ବର୍ଷରେ ୧୫ ହଜାର କିମି ରାସ୍ତା ହେବ:ମନ୍ତ୍ରୀ

ନହିଁ ପ୍ରକଳ୍ପର ସମୀକ୍ଷା କଲେ ପୂର୍ତ୍ତ ମନ୍ତ୍ରୀ ପୃଥିବୀରାଜ ହରିଚନ୍ଦନଆସନ୍ତା ୩ ବର୍ଷରେ ୧୫ ହଜାର କିମି ରାସ୍ତା ହେବ୨ ଲକ୍ଷ କୋଟିରେ ୧୫ ହଜାର କିମି…

ପିଲାଠୁ ବୁଢା, ରାଜନେତା ଠୁ ଅଭିନେତା ସଭିଙ୍କୁ ବାୟା କରୁଛି ଘିବଲି ଇମେଜ୍

ଲୋକଙ୍କୁ ବାୟା କରିଛି ଘିବଲି ଫଟୋ। ସମସ୍ତେ ଚାଟ୍ ଜିପିଟି ୟୁଜ୍ କରି ଘିବଲି ଫଟୋ ବନାଇରେ ବ୍ୟସ୍ତ। ଏଥିପାଇଁ ରବିବାର ଓପନଏଆଇ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁଲ…

ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି, ୫ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ

ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ସେଥିପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ…

ବାଜି ମାରିଲା ରାଜସ୍ଥାନ ରୟାଲ୍ସ, ଚେନ୍ନାଇକୁ ଜିତାଇ ପାରିଲେନି ଧୋନୀ।

ଆଇପିଏଲ୍‌ର ୧୧ତମ  ସଂଘର୍ଷପୂର୍ଣ୍ଣ ମ୍ୟାଚ୍‌ରେ ବାଜି ମାରିଲା ରାଜସ୍ଥାନ ରୟାଲ୍ସ। ରୋମାଞ୍ଚକର ମ୍ୟାଚ୍‌ରେ ରାଜସ୍ଥାନ ୬ ରନରେ ଚେନ୍ନାଇକୁ ହରାଇଛି। ଏଥିସହ ରାଜସ୍ଥାନ ଚଳିତ ଆଇପିଏଲ୍ ସିଜିନରେ…

ଯାତ୍ରା ମାଲିକ ଅନନ୍ତ ନା କମେଡିଆନ ନରି ପଣ୍ଡା, ସତ କହୁଛି କିଏ?

ତୁଳସୀ ଗଣନାଟ୍ୟରେ କଳାକାର ଓ ମାଲିକଙ୍କ ମଧ୍ୟରେ ଦେଖାଦେଇଥିବା ବିବାଦରେ ନୂଆମୋଡ । ଯାତ୍ରା ମାଲିକ ଅନନ୍ତ ନାରାୟଣ ଧଳଙ୍କ ନାଁରେ କଳାକାର ନରି ପଣ୍ଡା ଆଣିଲେ…

IPL 2025 : ଦିଲ୍ଲୀ କ୍ୟାପିଟାଲ୍ସ-ସନରାଇଜର୍ସ ହାଇଦ୍ରାବାଦ୍‌ ଟକ୍କର, ଫଳକୁ କମ ବ୍ୟାକ କଲେ କେଏଲ୍‌ ରାହୁଲ

ଆଇପିଏଲ୍‌ ୨୦୨୫ । ଟୁର୍ଣ୍ଣାମେଣ୍ଟର ୧୦ ଲିଗ୍‌ରେ ମୁହାଁମୁହିଁ ହେବେ ଦିଲ୍ଲୀ କ୍ୟାପିଟାଲ୍ସ ଏବଂ ସନରାଇଜର୍ସ ହାଇଦ୍ରାବାଦ୍‌ । ଅପରାହ୍ନ ୩ଟା ୩୦ରେ ଖେଳାଯିବ ଏହି ମ୍ୟାଚ୍‌…

୮୯୦ ଗ୍ରାମ (ଗୋ-ଗୋ )ଗଞ୍ଜେଇ ଭର୍ତ୍ତି ସିଗାରେଟ ଜବତ, ଜଣେ ଗିରଫ।

ସିଗାରେଟରେ ଗଞ୍ଜେଇ ଭର୍ତ୍ତି କରି ବିକ୍ରି ଅଭିଯୋଗଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରିଛି ବ୍ରହ୍ମପୁର ପୋଲିସଗିରଫ ଅଭିଯୁକ୍ତ ଜଣକ ହେଲେ ମଣିକାନ୍ତା ବୋଷ୮୯୦ ଗ୍ରାମ ଗଞ୍ଜେଇ ଭର୍ତ୍ତି…

ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନା

ଆଜିଠୁ ଆରମ୍ଭ ହେବ ଅନ୍ତ୍ୟୋଦୟ ଗୃହ ଯୋଜନାକଳାହାଣ୍ଡିରେ ଶୁଭାରମ୍ଭ କରିବେ ମୁଖ୍ୟମନ୍ତ୍ରୀଗରିବ ଅନ୍ତ୍ୟୋଦୟ ଗୃହ ଯୋଜନାରେ ସାମିଲ ହେବେଯୋଜନା ସହ ଯୋଡ଼ି ହେବେ ୫୦ହଜାର ହିତାଧିକାରୀପୂରଣ ହେବ…

ଆଗୁଆ ଚାକିରିରୁ ଅବସର ନେଲେ ବରିଷ୍ଠ ଆଇଏଏସ ଅଧିକାରୀ ସୁଜାତା ଆର୍ କାର୍ତ୍ତିକେୟନ୍ 

୨୦୦୦ ବ୍ୟାଚର ଆଇଏଏସ୍ ସୁଜାତା କାର୍ତ୍ତିକେୟନଙ୍କ VRS ଆବେଦନକୁ କେନ୍ଦ୍ର ମଞ୍ଜୁରୀ କରିଥିବା ସୂଚନା ମିଳିଛି ! ପ୍ରାୟ ୧୫ ଦିନ ତଳେ କେନ୍ଦ୍ର ନିକଟରେ VRS…

ବିଧାନସଭା ବଜେଟ୍‌ ଅଧିବେଶନ;୨ ଲକ୍ଷ ୯୦ ହଜାର କୋଟି ଟଙ୍କାର ବଜେଟକୁ ବ୍ୟୟ ମଞ୍ଜୁରୀ ବିଲ ଜରିଆରେ ଗୃହରେ ପାରିତ କରାଯିବ।

ବିଧାନସଭା ବଜେଟ୍‌ ଅଧିବେଶନ । ଗୃହରେ ବ୍ୟୟ ମଞ୍ଜୁରୀ ବିଲ ପାରିତ ପୂର୍ବରୁ ମୁଖ୍ୟ ବିରୋଧୀ ବିଜେଡ଼ି ସରକାରଙ୍କୁ  ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରିଛି। ବିପର୍ଯ୍ୟସ୍ତ ଆଇନ…