ସାତ ଦଫା ଦାବି ନେଇ କିଶୋର ନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ l

ଆଜି ସାତ ଦଫା ଦାବି ନେଇ କିଶୋର ନଗର ବ୍ଲକ ଅଫିସ ସମ୍ମୁଖରେ ବିକ୍ଷୋଭ l ଆଜି କିଶୋରନଗର ବ୍ଲକରେ ଜନଶୁଣାଣୀ ଚାଲିଥିବା ବେଳେ ବ୍ଲକ କାର୍ଯ୍ୟାଳୟ…

ଓଲଟିଲା ଦଣ୍ଡନାଚ ଗାଡ଼ି

ନୟାଗଡ଼: ଭାପୁର ବ୍ଲକ ପଥରଚକଡ଼ାରେ ଦୁର୍ଘଟଣାଦୁର୍ଘଟଣାରେ ୧୫ରୁ ଊର୍ଦ୍ଧ୍ବ ଆହତ, ୭ ଗୁରୁତରଆହତଙ୍କ ମୁଣ୍ଡ, ହାତ ଓ ଗୋଡ଼ରେ ଲାଗିଛି ଆଘାତମାଧପୁରରୁ ପଥରଚକଡ଼ା ଗାଁକୁ ଦଣ୍ଡ ପାଇଁ ଯାଉଥିଲେ

୩ଦିନିଆ ନୂଆଦିଲ୍ଲୀ ଗସ୍ତରେମୁ ଖ୍ୟମନ୍ତ୍ରୀ ମୋହନମାଝୀ

ଦିଲ୍ଲୀରେ କେତେକ ଗୁରୁତ୍ବପୂର୍ଣ୍ଣ MoU ହେବ ସ୍ବାକ୍ଷରିତIOCL, ISPRL, ପେଟ୍ରୋନେଟ LNG ସହ ହେବ ବୁଝାମଣାନୋଏଡ଼ାର HCL ଟେକ୍ନୋଲୋଜି ସହ ମଧ୍ୟ କଥା ହେବେ CMବହୁ ଶିଳ୍ପସଂସ୍ଥାର…

ମତେ ଗୋଇଠା ମାରିଲେ!ସାମ୍ବାଦିକାଙ୍କୁ ଆକ୍ରମଣ ଘଟଣା। କ୍ଲିକ କରି ଦେଖନ୍ତୁ ପୁରା ଭିଡିଓ ।

-ଶ୍ରୀମନ୍ଦିର ସିଂହଦ୍ଵାର ସମ୍ମୁଖରେ ସେବାୟତଙ୍କ ଦାଦାଗିରି-ଗଣମାଧ୍ୟମର ସମସ୍ତ ପ୍ରତିନିଧିଙ୍କୁ ମରଣାନ୍ତକ ଆକ୍ରମଣ-କ୍ୟାମେରା ଓ ମୋବାଇଲ୍ ଫୋନ୍ ଛଡ଼ାଇନେଲେ ସେବାୟତ-ଖବର ସଂଗ୍ରହ କଲେ ଜୀବନରୁ ମାରିଦେବାକୁ ଧମକ-ଆକ୍ରମଣରୁ ବାଦ…

ପୁଲିସ ଗୁଳିରେ କୁଖ୍ୟାତ ଅପରାଧୀ କ୍ଷୀରୋଦ ନାୟକ ଗୁରୁତର । ଡାହାଣ ଗୋଡ଼ରେ ବାଜିଛି ଗୁଳି ।

ଅନୁଗୁଳ ସହର ରେ ପୁଣି ଗୋଟେ ଏନକାଉଟର ଅନୁଗୁଳ ଟାଉନ ଥାନା ଅଧିନସ୍ତ ହନୁମାନ ବାଟିକା ନିକଟରେ ଆମ୍ବ ବଗିଚାରେ ସ୍ପେସିଆଲସ୍କ୍ୱାଡ଼ଏବଂ ଟାଉନ ଥାନା ସହଯୋଗ ରେ…

ଓଡ଼ିଶାର ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରି,ପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ କୃତଜ୍ଞତା

ଓଡ଼ିଶାର ୨ଟି ରେଳ ପ୍ରକଳ୍ପକୁ କେନ୍ଦ୍ର କ୍ୟାବିନେଟର ମଞ୍ଜୁରିପ୍ରକଳ୍ପରେ ବିନିଯୋଗ ହେବ ୫ ହଜାର ୧୦୪ କୋଟି ଟଙ୍କାପ୍ରଧାନମନ୍ତ୍ରୀ ଓ ରେଳ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀ ମୋହନଙ୍କ କୃତଜ୍ଞତା

୮୭ ବର୍ଷ ବୟସରେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ଭେଟେରାନ ଅଭିନେତା ମନୋଜ କୁମାର।

ଭେଟେରାନ ବଲିଉଡ୍ ଅଭିନେତା ତଥା ନିର୍ଦ୍ଦେଶକ ମନୋଜ କୁମାରଙ୍କ ପରଲୋକ ହୋଇଛି । ୮୭ ବର୍ଷ ବୟସରେ ମୁମ୍ବାଇସ୍ଥିତ କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ଶେଷ ନିଶ୍ୱାସ…

ରାଜ୍ୟବ୍ୟାପୀ ଜିଲ୍ଲାପାଳଙ୍କ ଅଫିସ ଆଗରେ ଆନ୍ଦୋଳନ କରିବ କଂଗ୍ରେସ

ଭୁବନେଶ୍ୱର: କିଛି ଦିନ ପୂର୍ବରୁ ବିଧାନସଭାରେ କଂଗ୍ରେସ ହଙ୍ଗାମା କରି ରାଜ୍ୟବ୍ୟାପୀ ଚର୍ଚ୍ଚାକୁ ଆସିଥିବା ବ‌େଳେ ଏବେ ପୁଣି ଏକ ଆନ୍ଦୋଳନର ସୂତ୍ରପାତ ଆରମ୍ଭ କରିଛି। ଓଡ଼ିଶା…

BREAKINGNEWS ଭୟଙ୍କର ଅଗ୍ନିକାଣ୍ଡ….

କଟକ: ଦୋଳମୁଣ୍ଡାଇର ଏକ ସୋ’ରୁମ୍‌ରେ ଅଗ୍ନିକାଣ୍ଡଏକ କପଡ଼ା ଓ ବ୍ୟାଗ୍‌ ସୋ’ରୁମ୍‌ରେ ଅଗ୍ନିକାଣ୍ଡଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ, ନିଆଁ ଲିଭା କାର୍ଯ୍ୟ ଜାରି କଟକ: ସୁଟ୍‌କେସ୍‌ ସୋ’ରୁମ ସହ…

ଚୋରି ହୋଇପାରେ ଆପଣଙ୍କର ପ୍ରାଇଭେଟ ଫଟୋ?

ସାଇବର ଏକ୍ସପର୍ଟସଙ୍କ ଚେତାବନୀ: Ghibil ଇଫେକ୍ଟସ କରୁଥିବା ଲୋକଙ୍କୁ ସାଇବର ଏକ୍ସପର୍ଟସ ଚେତାବନୀ ଜାରି କରିଛନ୍ତି। ଓପେନଏଆଇର ଏହି ଏଆଇ ଆର୍ଟ ଜେନେରେଟର କାରଣରୁ ୟୁଜର୍ସଙ୍କ ପ୍ରାଇଭେଟ…

ସାଇବର ଲୁଟେରାର ଙ୍କ ହାବୁଡ଼ରେ ପଡିଗଲେ ପୂର୍ବତନ ସରକାର ରେ ଥିବା IT ମିନିଷ୍ଟର,କୋଟିଏ ୪୦ ଲକ୍ଷ ଚୂନ ଲଗାଇଲେ

ଲୁଟ୍‌ । ସେ ପୁଣି ଏମିତି ସେମିତି ବ୍ୟକ୍ତି ନୁହନ୍ତି ଜଣେ ଉଚ୍ଚଶିକ୍ଷିତ ବ୍ୟକ୍ତି ଆଉ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଧାୟକ । IITରେ ପାଠ…