ଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଗଲେ ରାଷ୍ଟ୍ରପତି।

ଝାରସୁଗୁଡାରେ ପହଞ୍ଚିଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଝାରସୁଗୁଡ଼ା ବିମାନବନ୍ଦରରୁ ଛତିଶଗଡ଼ ଅମ୍ବିକାପୁର ଗଲେବିମାନବନ୍ଦରରେ ରାଷ୍ଟ୍ରପତିଙ୍କୁ ସ୍ୱାଗତ କଲେ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଟଙ୍କଧର ତ୍ରିପାଠୀବିମାନବନ୍ଦର ପରିସରରେ…

ଚିପ୍ସ ପ୍ୟାକେଟ ହେଲା କାଳ

କନ୍ଧମାଳ ବ୍ରାହ୍ମଣୀଗାଁ ଥାନା ତାଜୁଙ୍ଗିଆ ପଞ୍ଚାୟତ ଶିକରମାହା ଗ୍ରାମ ନିକଟ ମୁସୁମାହାପଡାର ରଞ୍ଜିତ ପ୍ରଧାନଙ୍କ ୪ ବର୍ଷର ପୁଅ ବିଗିଲ ପ୍ରଧାନ । ଚିପ୍ସ ପ୍ୟାକେଟ୍ ଭିତରେ…

ଏକା ତାରିଖରେ ଚାଲିଗଲେ ହ୍ୟୁମାନ ଓ ଅକ୍ଷୟ ମହାନ୍ତି

ଭୁବନେଶ୍ଵର: ସେଦିନ ଥିଲା ୧୭ ନଭେମ୍ବର ୨୦୦୨। ସେହି ଦିନ ଆଖି ବୁଜିଥିଲେ ଚିରସବୁଜ ଗାୟକ ଅକ୍ଷୟ ମହାନ୍ତି । ସଙ୍ଗୀତ ଜଗତର ବାଦଶାହା ଅକ୍ଷୟ ମହାନ୍ତି…

ଜନ୍ମଦିନର ୮ ଦିନ ପୂର୍ବରୁ ଫେରିଗଲେ ହ୍ୟୁମାନ

ହ୍ୟୁମାନ ସାଗରଙ୍କ ବିୟୋଗ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୋକ ପ୍ରକାଶ କରିଛନ୍ତି। ସୋସିଆଲ ମିଡିଆ ଏକ୍ସରେ ମୁଖ୍ୟମନ୍ତ୍ରୀ କହିଛନ୍ତି, ବିଷୟରେ ଜାଣି ମୁଁ ଅତ୍ୟନ୍ତ ଦୁଃଖିତ ।…

ସରିଗଲା ବାଲିଯାତ୍ରା କିନ୍ତୁ ସରି ନାହିଁ ପ୍ରଶାସନିକ କନ୍ଦଳ

କଟକ: ସରି ଯାଇଛି ଐତିହାସିକ କଟକ ବାଲିଯାତ୍ରା କିନ୍ତୁ ଏବେବି ସରି ନାହିଁ ପ୍ରଶାସନିକ କନ୍ଦଳ। କଟକ ବାଲିଯାତ୍ରା ସରିବାର ୩ ଦିନ ପରେ ଏବାବଦରେ ମୁହଁ…

ନିର୍ବାଚନ ପାଇଁ ସରିଲା ପ୍ରଚାର, ନଭେମ୍ବର ୧୧ରେ ମତଦାନ

ନିର୍ବାଚନ ପାଇଁ ସରିଲା ପ୍ରଚାର, ନଭେମ୍ବର ୧୧ରେ ମତଦାନବିହାର ବିଧାନସଭା ପାଇଁ ୨୦ ଜିଲ୍ଲାର ୧୨୨ ଆସନରେ ମତଦାନନୂଆପଡ଼ା ନିର୍ବାଚନ ମଣ୍ଡଳୀରେ ହେବ ମତଦାନବିହାରରେ ଏନ୍‌ଡିଏକୁ ମୁକାବିଲା…

ନୂଆପଡାରେ ମୁଖ୍ୟମନ୍ତ୍ରୀ

ନୂଆପଡ଼ା: ଦ୍ଵିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶନିବାର ନୂଆପଡ଼ାରେ ପୁଣି ନିର୍ବାଚନ ପ୍ରଚାର କରିବାକୁ ପହଞ୍ଚିଛନ୍ତି। ଗୋଟମା ଏୟାରଷ୍ଟ୍ରିପରେ ମୁଖ୍ୟମନ୍ତ୍ରୀ ପହଞ୍ଚିଥିଲେ। ତାଙ୍କ…

ମୁଖ୍ୟମନ୍ତ୍ରୀଙ୍କ ଗର୍ଜନରେ କମ୍ପିଲା ନୂଆପଡା

ନୂଆପଡା: ମୁଖ୍ୟମନ୍ତ୍ରୀଙ୍କ ଗର୍ଜନରେ କମ୍ପିଲା ନୂଆପଡା । ମଞ୍ଚରେ ଆହ୍ୱାନ ଦେଲେ ମୋହନ । କହିଲେ ନୂଆପଡାର ବିକାଶର କଥା । ନୂଆପଡା କୋମନାରେ ବିରାଟ ଜନସମାବେଶରେ…