18 ହଜାର ବୃତ୍ତି ପାଉଥିଲେ ମିଳିବନି ‘ସୁଭଦ୍ରା’

18 ହଜାର ଟଙ୍କା ବୃତ୍ତି ପାଉଥିଲେ ମିଳିବନି ସୁଭଦ୍ରା ଟଙ୍କା ।
କେନ୍ଦ୍ର ଓ ରାଜ୍ୟ ଠାରୁ 18 ହଜାରରୁ ଉର୍ଦ୍ଧ୍ବ ଆର୍ଥିକ ସହାୟତା ପାଉଥିଲେ କଟିଯିବ ନାଁ।
ବାର୍ଷିକ 18 ହଜାର ଟଙ୍କାରୁ ଅଧିକ ଛାତ୍ରବୃତ୍ତି ପାଉଥିଲେ ହେବେ ଅଯୋଗ୍ୟ।
ଉଚ୍ଚଶିକ୍ଷା ବିଭାଗ,ST/SC ବିଭାଗ ସଚିବଙ୍କୁ ଚିଠି।
2 ବିଭାଗକୁ ରିପୋର୍ଟ ମାଗିଲା ମହିଳା ଓ ଶିଶୁ ବିକାଶ ବିଭାଗ।
ଏଭଳି ସହାୟତା ପାଉଥିବା 21 ବର୍ଷରୁ ଉର୍ଦ୍ଧ୍ୱ ମହିଳାଙ୍କ ତଥ୍ୟ ଦେବାକୁ ନିର୍ଦ୍ଦେଶ ।

Leave a Reply

Your email address will not be published. Required fields are marked *