ସ୍ମାର୍ଟ ସିଟିରେ ପ୍ରଦୂଷଣର ଛାୟା, ଚିନ୍ତା ବଢ଼ାଇଲା AQI!

ଦିଲ୍ଲୀକୁ ଟକ୍କର ଦେଉଛି ଓଡ଼ିଶାର ରାଜଧାନୀ ଭୁବନେଶ୍ୱର! ଦିନକୁ ଦିନ ବିଗିଡ଼ିବାରେ ଲାଗିଛି ରାଜଧାନୀର ବାୟୁର ମାନ । ବାୟୁ ପ୍ରଦୂଷଣ ବଢ଼ିବା ସହ ବିପଜ୍ଜନକ ସ୍ତରରେ…