ଗର୍ଜିବ ସିଜେପି; ରାଜଧାନୀରେ ୨୫ ହଜାର ସୁରକ୍ଷା କର୍ମୀ ମୁତୟନ

CJP ଆନ୍ଦୋଳନ ପୂର୍ବରୁ ଦିଲ୍ଲୀ ପୋଲିସ୍‌ର ଆକ୍ସନ । ଦିଲ୍ଳୀ ବିମାନବନ୍ଦରରେ ଅଭିଜିତ ଦୀପକେଙ୍କୁ ଅଟକ ରଖିଲା ପୋଲିସ । ମୁମ୍ବାଇରୁ ଆସି ପହଞ୍ଚିବା ପରେ ଅଟକ…