୨୮ରେ ସମ୍ବଲପୁର ଆସିବେ ଶାହ
-ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ-ସୂଚନା ଦେଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର-‘ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ’-‘ଏହାପରେ ତିନି ଚାରୋଟି…
Breaking And Latest News Of Odisha
-ଆସନ୍ତା ୨୮ରେ ସମ୍ବଲପୁର ଗସ୍ତ କରିବେ ଗୃହ ମନ୍ତ୍ରୀ ଅମିତ ଶାହ-ସୂଚନା ଦେଲେ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ର-‘ପ୍ରଥମେ ମାଆ ସମଲେଶ୍ବରୀଙ୍କ ଦର୍ଶନ କରିବେ’-‘ଏହାପରେ ତିନି ଚାରୋଟି…
ନାରାବାଜି ପାଇଁ ଚାଲିପାରିଲାନି ଗୃହକାର୍ଯ୍ୟଚଳିତ ଅଧିବେଶନର ଶେଷ ଦିନରେ ପ୍ରବଳ ହଙ୍ଗାମାଅମିତ ଶାହଙ୍କ ମନ୍ତବ୍ୟକୁ ବିରୋଧ କରି ନାରାବାଜିଦିନ ୧୨ଟା ଯାଏ ରାଜ୍ୟସଭା ମୁଲତବୀ
ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ନେଲେ ରବିଚନ୍ଦ୍ରନ ଅଶ୍ଵିନ। ସବୁ ଫର୍ମାଟରୁ ସେ ଅବସର ନେଇଛନ୍ତି । ଏବେ ଅଷ୍ଟ୍ରେଲିଆରେ ଟେଷ୍ଟ ସିରିଜ ଚାଲିଥିବା ବେଳେ ବ୍ରିସବେନ ଟେଷ୍ଟ…
ମହାରାଷ୍ଟ୍ର ହେଉ କି ଝାଡ଼ଖଣ୍ଡ । ନିର୍ବାଚନ ତାରିଖ ଘୋଷଣା ପରଠୁ ଜୋର ଧରିଥିଲା ନିର୍ବାଚନୀ ପ୍ରଚାର । ଆରୋପ – ପ୍ରତ୍ୟାରୋପରେ ସରଗରମ ହୋଇଥିଲା କ୍ୟାମ୍ପେନିଂ…
ସୂଚନା ଦେଲେ ସଂସ୍କୃତି ମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀଯାତ୍ରାରେ ଅପ ସଂସ୍କୃତି ଆରମ୍ଭ ହୋଇଛି’ ଖୁବଶୀଘ୍ର ଆଇନ ଆସିବାକୁ ଯାଉଛି’`ଅଶ୍ଳୀଳତା ପାଇଁ ଦର୍ଶକ ମାନେ ମଧ୍ୟ ଦାୟୀ’
Ayushman yojana : ମୋଦି ସରକାରଙ୍କ ଲୋକପ୍ରିୟ ତଥା ଅନ୍ୟତମ ଯୋଜନା ଆୟୁଷ୍ମାନ ଭାରତ। ଦେଶର ଗରିବ ଏବଂ ନିମ୍ନ ମଧ୍ୟବିତ୍ତ ଆୟ ବର୍ଗର ଲୋକଙ୍କୁ ସ୍ବସ୍ଥ୍ୟ…
. ଆଜିର ଅନୁଚିନ୍ତା ⚜⚜⚜⚜⚜⚜⚜⚜⚜⚜⚜ 📝 ସାନ ଭାବି ତାକୁ ଅବଜ୍ଞା ନକରତାହେଲେ ଠୋକର ପାଇବ,ବଡ଼ ବୋଲି କେବେ ଦେବନି ସମ୍ମାନନିଜେ ଅପମାନ ପାଇବ । 📝ପିଲାମାନଙ୍କୁ…
ଭୁବନେଶ୍ବର: ଆବଶ୍ୟକ ପଡ଼ିଲେ ପଞ୍ଜାବରୁ ମଗାଯିବ ଆଳୁ। ଏନେଇ ପ୍ରତିକ୍ରିୟା ରଖିଛନ୍ତି ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର। ତେବେ ଉତ୍ତର ପ୍ରଦେଶ ଆଳୁ ଶୀଘ୍ର ପଚିବା…
ନୂଆଦିଲ୍ଲୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଲେ ଓଡ଼ିଶା ସାଂସଦ । ଆଜି ସଂସଦ ଭବନ ସମ୍ମିଳନୀ କକ୍ଷରେ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଓଡ଼ିଶାର ସମସ୍ତ ୨୦ ବିଜେପି…
ପିପିଲି :ହଠାତ୍ ସାମ୍ନାକୁ ଷଣ୍ଢ ଚାଲି ଆସିବାରୁ ଏକ କାର ରାସ୍ତାକଡ଼କୁ ଖସି ଏକ ଯୋରରେ ଓଲଟି ପଡ଼ିବା ପରେ ସେଥିରେ ନିଆଁ ଲାଗି ଯାଇଥିଲା। ତେବେ…
-କେରଳ ୱାଏନାଡରେ ଭୂସ୍ଖଳନ; ୧୨ ମୃତ, ଶତାଧିକ ଫସିଲେ-ୱଏନାଡର ମେପାଡ଼ି ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ-ଉଦ୍ଧାର କାର୍ଯ୍ୟରେ KSDMA ଓ NDRF-ଉଦ୍ଧାର କାର୍ଯ୍ୟ ପାଇଁ ଗଲା MI 17…