ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ମୋଦି

ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରବାସୀ ଭାରତୀୟ ଦିବସରେ ସାମିଲ ହେବା ପାଇଁ ଭୁବନେଶ୍ବରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।ଭୁବନେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ…

 ସାଂସଦ ପ୍ରଦୀପ ପାଣିଗ୍ରାହୀ ସବୁ ମାମଲାରେ ଦୋଷମୁକ୍ତ

ବ୍ରହ୍ମପୁର: ବ୍ରହ୍ମପୁର ସାଂସଦ ପ୍ରଦୀପ ପାଣିଗ୍ରାହୀଙ୍କୁ ସବୁ ମାମଲାରେ ଦୋଷମୁକ୍ତ ହୋଇଛନ୍ତି। ଗତକାଲି ତାଙ୍କୁ ଦୁଇଟି ମାମଲାରେ ଦୋଷମୁକ୍ତ ଘୋଷଣା କରିଥିଲେ ନ୍ୟାୟାଳୟ। ଆଜି ତାଙ୍କୁ ଅନ୍ୟ…

ଚାଷୀଙ୍କୁ ୪/୫ ଦିନରେ ସରିବ କ୍ଷତି ପୂରଣ ବଣ୍ଟା:ମନ୍ତ୍ରୀ

ଚାଷୀଙ୍କୁ କ୍ଷତିପୂରଣ ମିଳିବା ଆରମ୍ଭ ହେଲାଣି, ୪/୫ ଦିନରେ ସରିବ ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା‘୧୪ ଜିଲ୍ଲାରେ କ୍ଷତି ହୋଇଛି, ୨…

ଡରାଉଛି 2025 କେଉଁଠି ଗୁଳି ମାଡ଼ ତ କେଉଁଠି ଲୁଟ, ପାଟ।ପୁଣି ଏବେ ଖବର ଆସୁଛି ସିଲିଣ୍ଡର ଫାଟି ମାଆ ଓ ୨ ଝିଅ ଗୁରୁତର

ଗ୍ୟାସ ସିଲିଣ୍ଡର ବିସ୍ଫୋରଣରେ ଜଳିଗଲା ଘରମାଆ ଶେଫାଳି ଓ ଦୁଇ ଝିଅ ଗୁରୁତର ଆହତସଂକଟାପନ୍ନ ମାଆ ଓ ସାନଝିଅ କଟକ ସ୍ଥାନାନ୍ତରିତଢେଙ୍କାନାଳ ବେଲଟିକିରି ପଞ୍ଚାୟତ ବନ୍ଧ ନୂଆଗାଁର…

ଜାତୀୟ ସଡ଼କ ସୁରକ୍ଷା ଅଭିଯାନର ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ସଚେତନ କଲେ-ଲୋୟର ପିଏମ୍‌ଜିରୁ ରାମ ମନ୍ଦିର ଯାଏଁ ସଚେତନତା ପଦଯାତ୍ରା-‘ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି ସୁରକ୍ଷିତ…

ମେଲବର୍ଣ୍ଣରେ ଭାରତର ପରାଜୟ

ମେଲବର୍ଣ୍ଣ ଟେଷ୍ଟରେ ଅଷ୍ଟ୍ରେଲିଆ ଠାରୁ ହାରିଲା ଭାରତ-୧୮୪ ରନ୍‌ରେ ୪ର୍ଥ ଟେଷ୍ଟ ଜିତିଲା ଅଷ୍ଟ୍ରେଲିଆ-ପ୍ରଥମ ଇନିଂସରେ ଅଷ୍ଟ୍ରେଲିଆ ୪୭୪, ୨ୟ ଇନିଂସରେ ୨୩୪ ରନ୍‌-୫ ମ୍ୟାଚ୍‌ ବିଶିଷ୍ଟ…

ଓସିଏ ସଭାପତି ପଦରୁ ଇସ୍ତଫା ଦେଲେ ବବି ଦାସ ।

ଇସ୍ତଫା ଦେଇଥିବା ନେଇ ଓସିଏ କାର୍ଯ୍ୟାଳୟ ସୂତ୍ରରୁ ସୂଚନା ମିଳିଛି । ଗତ ୨୦୨୨ ମସିହା ଅକ୍ଟୋବର ମାସରେ ଓସିଏର ସଭାପତି ଦାୟିତ୍ୱ ନେଇଥିଲେ ପ୍ରଣବ ପ୍ରକାଶ ଦାସ…

ଭାରତ ୩୬୯ରେ ଅଲ୍‌ଆଉଟ୍

ମେଲବର୍ଣ୍ଣରେ ଭାରତ-ଅଷ୍ଟ୍ରେଲିଆ ୪ର୍ଥ ଟେଷ୍ଟ ମ୍ୟାଚ୍-୪ର୍ଥ ଦିନରେ ଭାରତ ୩୬୯ରେ ଅଲ୍‌ଆଉଟ୍-ଭାରତ ପକ୍ଷରୁ ନୀତିଶି ରେଡ୍ଡୀଙ୍କ ସର୍ବାଧିକ ୧୧୪ ରନ୍‌ର ଇନିଂସ୍-ଦ୍ବିତୀୟ ଇନିଂସ୍‌ରେ ଅଷ୍ଟ୍ରେଲିଆ ପକ୍ଷରୁ ବ୍ୟାଟିଂ…

କଳା ବ୍ୟାଣ୍ଡ ପିନ୍ଧି ପଡିଆକୁ ଓହ୍ଲାଇଲା ଭାରତୀୟ କ୍ରିକେଟର

ମେଲବୋର୍ନ : ମେଲବୋର୍ନ କ୍ରିକେଟ ଗ୍ରାଉଣ୍ଡରେ ଖେଳାଯାଉଛି ବର୍ଡର-ଗାଭାସ୍କର ଟ୍ରଫି ୨୦୨୪-୨୫ର ଚତୁର୍ଥ ଟେଷ୍ଟ ମ୍ୟାଚ । ଅଷ୍ଟ୍ରେଲିଆ ଦଳ ପ୍ରଥମେ ବ୍ୟାଟିଂ କରି ଦୃଢ ପ୍ରଦର୍ଶନ…

ସେ ଭାରତର ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପଦବୀର ଦାୟିତ୍ୱ ଭଲ ଭାବେ ନିର୍ବାହ କରିଥିଲେ।

ଜୀବନର ଯାତ୍ରା:୧୯୩୨ ମସିହାରେ ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ଜନ୍ମଗ୍ରହଣ କରିଥିବା ମନମୋହନ ସିଂହ, ତାଙ୍କ ଶିକ୍ଷାର ଆରମ୍ଭ ପଞ୍ଜାବ ବିଶ୍ୱବିଦ୍ୟାଳୟରୁ ହୋଇଥିଲା। ପରେ ସେ ବ୍ରିଟେନର କେମ୍ବ୍ରିଜ…

ସାମ୍ବାଦିକ ସୁରକ୍ଷା ଉପରେ ସରକାର ଚିନ୍ତା କରିବେ’

ସାମ୍ବାଦିକଙ୍କ ସୁରକ୍ଷା ନେଇ ଆଇନ ମନ୍ତ୍ରୀଙ୍କ ପ୍ରତିକ୍ରିୟା ‘ସାମ୍ବାଦିକ ସୁରକ୍ଷା ଉପରେ ସରକାର ଚିନ୍ତା କରିବେ’‘ଅନ୍ୟ ରାଜ୍ୟର ନିୟମ ବାବଦରେ ଚର୍ଚ୍ଚା ହୋଇ ହେବ ନିଷ୍ପତି’‘କୌଣସି ସାମ୍ବାଦିକ…