ଜଳେଶ୍ଵରରେ ଲଜ୍ୟା!ସ୍ୱାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ କଲେ ସମ୍ପର୍କୀୟ କାକା !
ଜଳେଶ୍ୱର ୧୬।୦୩ : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ବୋହୂକୁ ଦୁଷ୍କର୍ମ କରିଛି ସମ୍ପର୍କୀୟ କାକା। ଥାନାରେ ଅଭିଯୋଗ। ବାଲେଶ୍ୱର ଜଳେଶ୍ଵର ଥାନା ଅଞ୍ଚଳରୁ…
Breaking And Latest News Of Odisha
ଜଳେଶ୍ୱର ୧୬।୦୩ : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ବୋହୂକୁ ଦୁଷ୍କର୍ମ କରିଛି ସମ୍ପର୍କୀୟ କାକା। ଥାନାରେ ଅଭିଯୋଗ। ବାଲେଶ୍ୱର ଜଳେଶ୍ଵର ଥାନା ଅଞ୍ଚଳରୁ…
ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସର ଏନ୍କାଉଣ୍ଟର-ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ-ଏନ୍କାଉଣ୍ଟରରେ ୨ ଅପରାଧୀ ଆହତ-ଗୁରୁତର ଦୁଇ ଅପରାଧୀଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର
ଖରା ବଢୁଥିବା ନେଇ ଦେଖି ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟାଦିନ ଗୋଟାଏ ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀ‘ଶ୍ରମିକମାନେ ଦିନ ଗୋଟାଏ ପରେ କାମ କରିବେ ନାହିଁ’‘ଠିକାଦାର…
ଚିତ୍ରକୋଣ୍ଡା: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି…
ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ ଦ୍ୱାରା ସାରା ଦେଶରେ ୯.୮ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ଓଡ଼ିଶାରୁ ୩୪.୯୮ ଲକ୍ଷରୁ ଅଧିକ ଚାଷୀ…
ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦…
ଫେବ୍ରୁଆରି ୨୬ ତାରିଖରେ ହେବାକୁ ଥିବା ମହାଶିବରାତ୍ରି ଦିନ ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ‘ମହାଦୀପ’ ମନ୍ଦିରର ମୁକୁଟର ଦଧିନୌତି ଉପରେ ସ୍ଥାପନ କରାଯିବ। ସୋମବାର ଆଇନ…
ମୋପ୍ରେମ ପାଇଁ ମୁଁ କିଛି ବି କରିପାରେ. ମୋର ପ୍ରେମିକ ଦରକାର.. ମୁଁ ନୂଆ ସ୍ୱାମୀ ପାଇଁ ସାତ ବର୍ଷର ପ୍ରେମିକ କୁ ଭୁଲି ପାରିବି ନାହିଁ……
କିଟ୍ ଛାତ୍ରୀ ଆତ୍ମହତ୍ୟା ମାମଲାରେ ସଂପୃକ୍ତ ପୁରୁଷ ବନ୍ଧୁ ଗିରଫ। ଅଭିଯୁକ୍ତ ଆଦ୍ବିକ୍ ଶ୍ରୀବାସ୍ତବକୁ ଗିରଫ କରି କୋର୍ଟ ଚାଲାଣ କରିଛି ଇନଫୋସିଟି ଥାନା ପୋଲିସ। ରାଜ୍ୟ…
ଭୁବନେଶ୍ବର ଉପକଣ୍ଠ ବାଲିଅନ୍ତା କେନାଲ ବନ୍ଧରେ ଏନକାଉଣ୍ଟର•ଆପାର୍ଟମେଣ୍ଟ ଲୁଟେରା ଅର୍ଜୁନ ଅନାରେକୁ ଏନକାଉଣ୍ଟର•ଭୋର୍ରେ ଲୁଟ୍ ଉଦ୍ୟମ ବେଳେ ପୋଲିସର ଏନକାଉଣ୍ଟର•ଅର୍ଜୁନର ବାମ ପଟ ଆଣ୍ଠୁରେ ବାଜିଛି ଗୁଳି,…
ଅନୁଗୁଳ- ଯଯାତି କେଶରୀ ପଟ୍ଟନାୟକ, ଭଦ୍ରକ- ଭଗବାନ ପଣ୍ଡା-ଭୁବନେଶ୍ୱର- ନିରଞ୍ଜନ ମିଶ୍ର, ଗଜପତି- ନବକିଶୋର ଶବର-ଯାଜପୁର- ଦେବଯାନୀ ପ୍ରଧାନ, ଝାରସୁଗୁଡ଼ା- ରଘୁନନ୍ଦନ ପଣ୍ଡା-କନ୍ଧମାଳ- ପଣ୍ଡିତ କୁମାର ବିସ୍ମାଝୀ,…
ପୌରାଧ୍ୟକ୍ଷା ଶାନ୍ତିମଞ୍ଜରୀ ଦେଈଙ୍କୁ ବହିଷ୍କାର କଲେ ସରକାରକାର୍ଯ୍ୟରେ ଅବହେଳା ପାଇଁ ଅଧ୍ୟକ୍ଷ ପଦରୁ ବହିଷ୍କୃତଦେଓଗଡ଼ ଜିଲ୍ଲାପାଳଙ୍କ ଦତନ୍ତ ରିପୋର୍ଟ ଆଧାରରେ କାର୍ଯ୍ୟାନୁଷ୍ଠାନ