ଓଡ଼ିଆ ଅସ୍ମିତା ପାଇଁ ବିଜେଡି ହାରିଲା’, କାହାକୁ ଇଣ୍ଡିକେଟ କରି କହିଲେ ଦେବାଶିଷ?
ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ପ୍ରତିକ୍ରିୟା‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା ଲେଖି ପୋଷ୍ଟ କଲେ‘ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର…
Breaking And Latest News Of Odisha
ବିଜେଡିର ପରାଜୟ ନେଇ ସୋସିଆଲ୍ ମିଡିଆରେ ଦେବାଶିଷଙ୍କ ପ୍ରତିକ୍ରିୟା‘ଓଡ଼ିଆ ଅସ୍ମିତା’ ପାଇଁ ବିଜେଡି ହାରିଲା ଲେଖି ପୋଷ୍ଟ କଲେ‘ଆମେ ଜଗନ୍ନାଥ ପ୍ରଦେଶର ଲୋକ, ଅସ୍ମିତା ରକ୍ଷା ଆମର…
ସାଇବର ଏକ୍ସପର୍ଟସଙ୍କ ଚେତାବନୀ: Ghibil ଇଫେକ୍ଟସ କରୁଥିବା ଲୋକଙ୍କୁ ସାଇବର ଏକ୍ସପର୍ଟସ ଚେତାବନୀ ଜାରି କରିଛନ୍ତି। ଓପେନଏଆଇର ଏହି ଏଆଇ ଆର୍ଟ ଜେନେରେଟର କାରଣରୁ ୟୁଜର୍ସଙ୍କ ପ୍ରାଇଭେଟ…
ଆଜି ଶ୍ରୀମନ୍ଦିରରେ ଶ୍ରୀବିଗ୍ରହଙ୍କ ଖସାପଡ଼ା ନୀତି ଅନୁଷ୍ଠିତ ହେବ। ସେଥିପାଇଁ ସନ୍ଧ୍ୟାରେ ପ୍ରାୟ ୫ଘଣ୍ଟା ଠାକୁରଙ୍କ ସାଧାରଣ ଦର୍ଶନ ବନ୍ଦ ରହିବ। ଶ୍ରୀମନ୍ଦିର ପ୍ରଶାସନର ସୂଚନା ଅନୁସାରେ…
କୁଆପଥର ବର୍ଷା ବ୍ୟାପକ କ୍ଷୟକ୍ଷତି କରିଛି। ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଏଭଳି କାଳବୈଶାଖୀ ହୋଇପାରେ। କେତେକ ସ୍ଥାନରେ ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସହ କୁଆପଥର…
ଭୁବନେଶ୍ୱର(ଫୋକସ ପ୍ଲସ :ଅନିଲ କୁମାର ଧଳ) ଜଳ ବିନା ଜୀବ ଜଗତ ଅସମ୍ଭବ । ବିନା ଜଳରେ ଦୂବ ବି କଇଁଳିବା ସମ୍ଭବପର ନୁହେଁ । ଜଳ…
ଜଳେଶ୍ୱର ୧୬।୦୩ : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ। ବୋହୂକୁ ଦୁଷ୍କର୍ମ କରିଛି ସମ୍ପର୍କୀୟ କାକା। ଥାନାରେ ଅଭିଯୋଗ। ବାଲେଶ୍ୱର ଜଳେଶ୍ଵର ଥାନା ଅଞ୍ଚଳରୁ…
ସମ୍ବଲପୁର ସିଟି ଷ୍ଟେସନ ଅଞ୍ଚଳରେ ପୋଲିସର ଏନ୍କାଉଣ୍ଟର-ପୋଲିସ ଓ ବେଆଇନ ଗୋ ଚାଲାଣକାରୀଙ୍କ ମଧ୍ୟରେ ଗୁଳିବିନିମୟ-ଏନ୍କାଉଣ୍ଟରରେ ୨ ଅପରାଧୀ ଆହତ-ଗୁରୁତର ଦୁଇ ଅପରାଧୀଙ୍କୁ ବୁର୍ଲା ହସ୍ପିଟାଲ ସ୍ଥାନାନ୍ତର
ଖରା ବଢୁଥିବା ନେଇ ଦେଖି ଶ୍ରମ ମନ୍ତ୍ରୀଙ୍କ ପ୍ରତିକ୍ରିୟାଦିନ ଗୋଟାଏ ପରେ କାମ ବନ୍ଦ ପାଇଁ ନିର୍ଦ୍ଦେଶ: ମନ୍ତ୍ରୀ‘ଶ୍ରମିକମାନେ ଦିନ ଗୋଟାଏ ପରେ କାମ କରିବେ ନାହିଁ’‘ଠିକାଦାର…
ଚିତ୍ରକୋଣ୍ଡା: ହଷ୍ଟେଲରେ ପ୍ରସବ କଲେ ୧୦ମ ଶ୍ରେଣୀ ଛାତ୍ରୀ। ପରୀକ୍ଷା ଦେଇ ଫେରିବା ପରେ ହଷ୍ଟେଲରେ କଲେ ପ୍ରସବ। ଚିତ୍ରକୋଣ୍ଡା ଥାନା ଅଞ୍ଚଳରେ ଥିବା ଏକ ବିଦ୍ୟାଳୟରେ ଘଟିଛି…
ପ୍ରଧାନମନ୍ତ୍ରୀ-କିଷାନ ଯୋଜନାର ୧୯ତମ କିସ୍ତି ପ୍ରଦାନ ଦ୍ୱାରା ସାରା ଦେଶରେ ୯.୮ କୋଟିରୁ ଅଧିକ ଚାଷୀ ଉପକୃତ ହୋଇଛନ୍ତି। ସେହିପରି ଓଡ଼ିଶାରୁ ୩୪.୯୮ ଲକ୍ଷରୁ ଅଧିକ ଚାଷୀ…
ରାଜ୍ୟର ଉପକୂଳବର୍ତ୍ତୀ ଜିଲ୍ଲାରେ କମ୍ପନବଙ୍ଗୋପସାଗର ଭୂମିକମ୍ପର କେନ୍ଦ୍ରସ୍ଥଳରିକ୍ଟର ସ୍କେଲରେ ଭୂମିକମ୍ପର ତୀବ୍ରତା ୫.୧ଭୁବନେଶ୍ବର ଓ ବାଲେଶ୍ବରରେ ଭୂମିକମ୍ପ ଝଟ୍କାପୁରୀ, ବ୍ରହ୍ମପୁର ଓ ବାରିପଦାରେ ଭୂମିକମ୍ପସକାଳ ୬ଟା ୧୦…
ଫେବ୍ରୁଆରି ୨୬ ତାରିଖରେ ହେବାକୁ ଥିବା ମହାଶିବରାତ୍ରି ଦିନ ରାତି ୧୦ଟାରେ ପ୍ରଭୁ ଲିଙ୍ଗରାଜଙ୍କ ‘ମହାଦୀପ’ ମନ୍ଦିରର ମୁକୁଟର ଦଧିନୌତି ଉପରେ ସ୍ଥାପନ କରାଯିବ। ସୋମବାର ଆଇନ…