ଝିଅ ବାହାଘର, ସ୍ୱାସ୍ଥ୍ୟ ଚିକିତ୍ସା ଓ ପିଲାଙ୍କ ଉଚ୍ଚଶିକ୍ଷା ପାଇଁ ଜମି ବିକ୍ରି କରିବାକୁ ଚାହୁଁଥିଲେ ସରକାର କିଣିବେ।
ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ଯୋଜନା ଅନୁସାରେ ଆଦିବାସୀଙ୍କ ଜମି ଉପରେ…
Breaking And Latest News Of Odisha
ରାଜ୍ୟ ସରକାର ଅନୁସୂଚିତ ଜାତି ଓ ଜନଜାତିଙ୍କ ଜମିର ସୁରକ୍ଷା ପାଇଁ ଏକ ନୂଆ ପଦକ୍ଷେପ ନେଇଛନ୍ତି। ସରକାରଙ୍କ ନୂଆ ଯୋଜନା ଅନୁସାରେ ଆଦିବାସୀଙ୍କ ଜମି ଉପରେ…
BSF ଯବାନଙ୍କୁ ଛାଡ଼ିଲା ପାକିସ୍ତାନ BSF ଯବାନ ପୂର୍ଣ୍ଣମ କୁମାରଙ୍କୁ ଛାଡ଼ିଲା ପାକିସ୍ତାନ୨୦ ଦିନ ପରେ ସ୍ବଦେଶ ଫେରିଲେ ଯବାନଭାରତର ଯବାନଙ୍କୁ ରଖିଥିଲା ପାକିସ୍ତାନBSF ଯବାନ ପୂର୍ଣ୍ଣମ…
ଏପ୍ରିଲରେ ପହଲଗାମ୍ ହମଲାର ବର୍ବରତା ପୂରା ଦୁନିଆ ଦେଖିଲା-ଛୁଟି କାଟିବାକୁ ଯାଇଥିବା ପର୍ଯ୍ଯଟକଙ୍କୁ ନିଜ ପରିବାର ସାମ୍ନାରେ, ପିଲାଙ୍କ ସାମ୍ନାରେ ନିର୍ମମ ଭାବ ହତ୍ୟା କରାଗଲା-ଦେଶର ସଦଭାବନାକୁ…
ମେ ୧୦ରୁ ଅମିତ ଶାହଙ୍କ ୨ ଦିନିଆ ଓଡ଼ିଶା ଗସ୍ତକେନ୍ଦ୍ର ଗୃହମନ୍ତ୍ରୀଙ୍କ ଗସ୍ତ ପାଇଁ ବିଜେପି ପଦାଧିକାରୀଙ୍କ ପ୍ରସ୍ତୁତି ବୈଠକବିଜେପି ରାଜ୍ୟ ସଭାପତି ମନମୋହନଙ୍କ ଅଧ୍ୟକ୍ଷତାରେ ବୈଠକ
ଶ୍ରୀମନ୍ଦିର ଦଇତାପତି ନିଯୋଗ ସେବାୟତ ରାମକୃଷ୍ଣ ଦାସମହାପାତ୍ରଙ୍କୁ ରବିବାର ନୋଟିସ୍ ଜାରି ହୋଇଛି। ଦୀଘାକୁ ଜଗନ୍ନାଥ ଧାମ ପ୍ରସଙ୍ଗରେ ବିଭ୍ରାନ୍ତି ସୃଷ୍ଟି, ଶ୍ରୀମନ୍ଦିରର ଗାରିମା କ୍ଷୁର୍ଣ୍ଣ ଅଭିଯୋଗରେ…
ସଂସଦର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ କଲେ ଅନୁରୋଧ କହିଲେ, ‘ଆତଙ୍କୀ ହମଲା ନେଇ ସ୍ୱତନ୍ତ୍ର ଅଧିବେଶନ ଡକାଯାଉ”ମିଳିତ ଭାବେ ଦେଶ ସଙ୍କଟ ଉପରେ ଆଲୋଚନା ଜରୁରୀ’: ରାହୁଲ
ରାଉରକେଲାରେ ଡବଲ ଏନକାଉଣ୍ଟରଦୁଇ ଅପରାଧୀକୁ ରାଉରକେଲା ବିଶ୍ରା ପୋଲିସର ଏନକାଉଣ୍ଟରଢାବା ମାଲିକଙ୍କୁ ଗୁଳି କରି ଫେରାର ବେଳେ ଏନକାଉଣ୍ଟରଡକାୟତି କରିବା ପାଇଁ ଆସି ଢାବା ମାଲିକଙ୍କୁ ଗୁଳି…
ଆଇସ୍ ଫେସିଆଲ ହେଉଛି ଏକ ସ୍କିନ୍ କେୟାର୍ ଟ୍ରିଟମେଣ୍ଟ ଯାହା ସ୍କିନକୁ ସତେଜ ରଖିବା ପାଇଁ ବରଫ କିମ୍ବା ବରଫ କ୍ୟୁବ୍ ବ୍ୟବହାର କରେ । ଆଇସ୍…
ଘଟଗାଁ ତାରିଣୀ ମନ୍ଦିର ପାଇଁ ୨୧୫ କୋଟି । ପଣାସଂକ୍ରାନ୍ତି ତଥା ଓଡ଼ିଆ ନୂବବର୍ଷରେ ଆଜି ଏହି ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କେନ୍ଦୁଝର ଜିଲ୍ଲା…
ନବୀନ ପଟ୍ଟନାୟକ ଭୀଷଣ ମିଛ କହୁଛନ୍ତିପାଣ୍ଡିଆନଙ୍କ କଥାରେ ମିଛ କହୁଛନ୍ତି ନବୀନଦଳରେ କ’ଣ ଅଛି ଯେ, ଦଳ ଗଢ଼ିବେବିଜେଡି ଦଳରେ ଏବେ ଷଡ଼ଯନ୍ତ୍ର ଚାଲିଛି’ମୋ ବିରୋଧରେ ବି…
ସୁନା କିଣିବାକୁ ମାଡୁଛି ଡର: ଦର 95 ହଜାର ଟଙ୍କା ପାର୍24 କ୍ୟାରେଟ୍ ସୁନା ଦର 10 ଗ୍ରାମ ପିଛା 95 ହଜାର 400 ଟଙ୍କା22 କ୍ୟାରେଟ୍…
କେଉଁ ପରିସ୍ଥିତିରେ ଓ୍ଵାକଫ ସଂଶୋଧନ ବିଧେୟକ ଉପରେ ଭୋଟିଂ ପୂର୍ବରୁ ଦଳର ନିଷ୍ପତ୍ତି କାହିଁକି ବଦଳିଲା ଏବଂ କିଏ ନିର୍ଦ୍ଦେଶ ଦେଲା ତା ଉପରେ ନବୀନ ପ୍ରତିକ୍ରିୟା…