ଶୁଭମନ ଗିଲ୍ ଙ୍କ ୨୬୯ ରନର ଦାମଦାର ଇନିସ

ଆଣ୍ଡରସନ୍-ତେନ୍ଦୁଲକର ଟ୍ରଫିର ଦ୍ୱିତୀୟ ଟେଷ୍ଟର ପ୍ରଥମ ଇନିଂସରେ ଭାରତୀୟ ଦଳ ଇଂଲଣ୍ଡ ବିପକ୍ଷରେ ୫୮୭ ରନରେ ଅଲଆଉଟ୍ ହୋଇଯାଇଥିଲା। ଗୁରୁବାର, ମ୍ୟାଚର ଦ୍ୱିତୀୟ ଦିନ ଟିମ୍ ଇଣ୍ଡିଆ…

ଆଜିଠୁ ମୋଦିଙ୍କ ୮ ଦିନିଆ ବିଦେଶ ଗସ୍ତ

-ଆଜିଠୁ ୫ ଦେଶ ଗସ୍ତରେ ଯିବେ ପ୍ରଧାନମନ୍ତ୍ରୀ ମୋଦି-୮ ଦିନରେ ୫ ଟି ଦେଶ ଗସ୍ତ କରିବାର କାର୍ଯ୍ୟକ୍ରମ-ଘାନା, ତ୍ରିନିଦାଦ, ଆର୍ଜେଣ୍ଟିନା, ବ୍ରାଜିଲ୍ ଓ ନାମିବ୍ୟା ଯିବେ-ବ୍ରାଜିଲ୍‌ରେ…

ଘୋଷଯାତ୍ରା; ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କ ଶୁଭେଚ୍ଛା

ଭୁବନେଶ୍ୱର,୨୭/୦୬: ଆଜି ବିଶ୍ୱ ପ୍ରସିଦ୍ଧ ଘୋଷଯାତ୍ରା । ବିଶ୍ୱର ଶ୍ରେଷ୍ଠ ସାଂସ୍କୃତିକ ମହୋତ୍ସବ ମଧ୍ୟରୁ ଗୋଟିଏ । ବ୍ୟାକୁଳ ଭକ୍ତ ମନ । ଅପେକ୍ଷାରେ ରଥ ।…

ଗଞ୍ଜାମ ଯିବେ ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀଙ୍କ ଗସ୍ତ ସୂଚୀ ଗଞ୍ଜାମ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅବଗତ କରାଯାଇଛି । ଜିଲ୍ଲାର ସମସ୍ତ ସାଂସଦ ଓ ବିଧାୟକମାନଙ୍କୁ ମଧ୍ୟ ଜଣାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ…

ପ୍ରେମୀଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର।

ଘଟଣାଟି ଘଟିଛି ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ ବଡଝରଣ ଗ୍ରାମପଞ୍ଚାୟତର ପୋଖରିଆ ଗ୍ରାମରେ। ଦୁଇ ଜଣଙ୍କ ପ୍ରେମ ସମ୍ପର୍କ ଚାଲିଥିବା ନେଇ ଅଞ୍ଚଳରେ ଚର୍ଚ୍ଚା…

ଯାଜପୁରରେ ହଇଜା :ଚିକିତ୍ସିତ ହେଉଛନ୍ତି ୨୧୩ ରୋଗୀ,କେନ୍ଦ୍ରରୁ ଆସିବ ଟିମ୍‌

ଓଡ଼ିଶା ଆସିବ କେନ୍ଦ୍ର ସରକାରଙ୍କ ୧୪ ଜଣିଆ ଟିମ୍‌ICMR, WHO, ଖାଦ୍ୟ ସୁରକ୍ଷା ଓ NCDC ଟିମ୍‌ଯାଜପୁରର ୪୧ ସାମ୍ପୁଲରୁ ୮ ହଇଜା ଚିହ୍ନଟ ସୂଚନାଯାଜପୁରରେ ଚିକିତ୍ସିତ…

ପ୍ରକାଶ ପାଇଲା ଓଜେଇଇ-୨୦୨୫ ପରୀକ୍ଷା ଫଳାଫଳ

ଭୁବନେଶ୍ବର,୧୦।୬ : ଓଜେଇଇ-୨୦୨୫ ଫରୀକ୍ଷା ଫଳ ପ୍ରକାଶ ପାଇଛି। ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ବାଇଁ ଏହି ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି। ୮୬ .୮୪ ପ୍ରତିଶତ…

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣା ରେ ବେଙ୍ଗାଲୁରୁ ପୋଲିସ ଆକ୍ସନ।

ବେଙ୍ଗାଲୁରୁ ଚିନ୍ନାସ୍ବାମୀ ଷ୍ଟାଡିୟମ୍‌ ବାହାରେ ଦଳାଚକଟା ଘଟଣାRCB ମାର୍କେଟିଂ ହେଡ୍‌ ନିଖିଲ ସୋସଲେ ଗିରଫଏୟାରପୋର୍ଟରୁ ଗିରଫ କଲା ବେଙ୍ଗାଲୁରୁ ପୋଲିସମୁମ୍ବାଇ ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗିରଫଅନ୍ୟ…

ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ

ଆଜି ବ୍ରହ୍ମପୁର ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀଛତ୍ରପୁରରେ ୫ଟି ଶିଳ୍ପ ଅନୁଷ୍ଠାନର ଭିତ୍ତିପ୍ରସ୍ତର ସ୍ଥାପନ କରିବେରମ୍ଭାରେ ୪୧ଟି ବରପୁତ୍ରମାନଙ୍କର ପ୍ରତିମୂର୍ତ୍ତି ଲୋକାର୍ପଣ କରିବେଲାଞ୍ଜିପଲ୍ଲୀରେ ତାରା ଦେବୀ ମା’ଙ୍କ ଯାତ୍ରା…

୨ୟ କ୍ବାଲିଫାୟାରରେ ପଂଜାବକୁ ଭେଟିବ ମୁମ୍ବାଇ ।

ଚଣ୍ଡିଗଡ଼ଠାରେ ଖେଳାଯାଉଥିବା ଆଇପିଏଲ-୨୦୨୫ର ଏଲିମିନେଟର ମ୍ୟାଚରେ ଗୁଜରାଟକୁ ୨୦ ରନରେ ପରାସ୍ତ କରିଛି ମୁମ୍ବାଇ ଇଣ୍ଡିଆନ୍ସ । ଏହି ବିଜୟ ପରେ ଆସନ୍ତା ରବିବାର ଦିନ ୨ୟ…

ଆଜି ଆଇପିଏଲ୍‌ ପ୍ଲେ ଅଫ୍‌ର ପ୍ରଥମ ଲଢ଼େଇ, ପ୍ରଥମ କ୍ବାଲିଫାୟର୍‌ରେ ପଞ୍ଜାବ କିଙ୍ଗ୍ସ- ଆର୍‌ସିବି ମୁହାଁମୁହିଁ ହେବେ। 

ମୁଲାନପୁର: ଗୁରୁବାରଠାରୁ ଆରମ୍ଭ ହେଉଥିବା ଆଇପିଏଲ୍‌ ପ୍ଲେ ଅଫ୍‌ର ପ୍ରଥମ ଲଢ଼େଇ ଅର୍ଥାତ୍ ପ୍ରଥମ କ୍ବାଲିଫାୟର୍‌ରେ ପଞ୍ଜାବ କିଙ୍ଗ୍ସ-ରୟାଲ ଚାଲେଞ୍ଜର୍ସ ବେଙ୍ଗାଲୁ (ଆର୍‌ସିବି)ରୁ ମୁହାଁମୁହିଁ ହେବେ। ଉଭୟ…