ଜାପାନୀ ଦଳ ବିପକ୍ଷରେ ଉନ୍ନତ ପ୍ରଦର୍ଶନ ଲକ୍ଷ୍ୟ ରଖିଛନ୍ତି ଦ୍ରୁତ ଗତିରେ ଖେଳୁଥିବା ହରମନପ୍ରୀତ ସିଂହ
ଭାରତ-ଜାପାନ: ଚୀନ୍ ବିପକ୍ଷରେ ନିଜର ଦୁର୍ବଳ ପ୍ରଦର୍ଶନକୁ ପଛରେ ପକାଇ, ଭାରତୀୟ ଦଳ ରବିବାର ଚଳିତ ହକି ଏସିଆ କପ୍ 2025ର ଦ୍ୱିତୀୟ ମ୍ୟାଚ୍ରେ ଜାପାନ ବିପକ୍ଷରେ…
Breaking And Latest News Of Odisha
ଭାରତ-ଜାପାନ: ଚୀନ୍ ବିପକ୍ଷରେ ନିଜର ଦୁର୍ବଳ ପ୍ରଦର୍ଶନକୁ ପଛରେ ପକାଇ, ଭାରତୀୟ ଦଳ ରବିବାର ଚଳିତ ହକି ଏସିଆ କପ୍ 2025ର ଦ୍ୱିତୀୟ ମ୍ୟାଚ୍ରେ ଜାପାନ ବିପକ୍ଷରେ…
ଭୁବନେଶ୍ୱରରେ ପହଞ୍ଚିଲେ ଲୋକସଭା ବାଚସ୍ପତି ଓମ୍ ବିର୍ଲା । ଦୁଇ ଦିନିଆ ଅନୁସୂଚିତ ଜାତି ଓ ଜନଜାତି ସଂସଦୀୟ କମିଟିର ଜାତୀୟ ସମ୍ମିଳନୀରେ ହେବେ ସାମିଲ ।…
ପୁରୀ : ପୁରୀ ସମୁଦ୍ରରେ ବୁଡ଼ି ପର୍ଯ୍ୟଟକ ନିଖୋଜ । ନିଖୋଜ ପର୍ଯ୍ୟଟକ ଜଣକ ହାଇଦ୍ରାବାଦର ବିକାଶ ଚନ୍ଦେ । ବିକାଶ ଚନ୍ଦେ ପରିବାର ସହ ପୁରୀ…
ଭୁବନେଶ୍ୱର : ନବୀନ ପଟ୍ଟନାୟକଙ୍କୁ ଭେଟିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ତାଙ୍କ ସ୍ବାସ୍ଥ୍ୟାବସ୍ଥା ପଚାରି ବୁଝିଛନ୍ତି । କେବଳ ମୁଖ୍ୟମନ୍ତ୍ରୀ…
ଭୋଗରାଇ: ବାଲେଶ୍ୱର ଭୋଗରାଇ ହାଟସରିଷା ଗାଁରେ ପୁଣି ଯୌତୁକ ଯୋଗୁ ହତ୍ୟା । ମୃତ ମହିଳାଙ୍କ ପରିବାର ଏନେଇ ଥାନାରେ ଏତଲା ଦେଇଛନ୍ତି । ମୃତ ମହିଳାଙ୍କ…
ମହାରାଷ୍ଟ୍ର : ମହାରାଷ୍ଟ୍ର ପାଲଘରର ତାରାପୁର-ବୋଇସର ଶିଳ୍ପାଞ୍ଚଳରେ ଥିବା ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରେ ଘଟିଛି ଅଘଟଣ । ଏକ ଫାର୍ମାସିଟ୍ୟୁକାଲ କମ୍ପାନୀରୁ ଲିକ୍ ହୋଇଥିବା ନାଇଟ୍ରୋଜେନ ଗ୍ୟାସ୍…
ଭୁବନେଶ୍ୱର : ସରକାରୀ ବସ୍ରେ ଛାତ୍ରଛାତ୍ରୀ ମାଗଣା ସ୍କୁଲ ଯାଇପାରିବେ । ଏହା ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର । ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ…
(ଫୋକସ ପ୍ଲସ ) ଅଭିଯୁକ୍ତ ସବଇନ୍ସପେକ୍ଟର ହେଉଛନ୍ତି ଅମିତ କୁମାର ପାଢୀ। ତାଙ୍କ ଘର ବାଲେଶ୍ବରରେ ହୋଇଥିବା ବେଳେ ସେ ପୁରୀ ଜିଲ୍ଲାରେ କାର୍ଯ୍ୟରତ ଅଛନ୍ତି |…
ସମ୍ବଲପୁରରେ ହତ୍ୟା ଅଭିଯୁକ୍ତକୁ ଏନକାଉଣ୍ଟର ଦୁର୍ଦ୍ଦାନ୍ତ ଅପରାଧୀ ଏମ୍ଡି ସାମଦ ଆହତଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତରସାମଦର ବାମ ଗୋଡ଼ରେ ବାଜିଛି ଗୁଳିଗତକାଲି ଜଣେ ଯୁବକଙ୍କୁ ହତ୍ୟା…
ଧରାପଡ଼ିଲେ ଯୌନ କେଳେଙ୍କାରୀ ବାବା। ଚର୍ଚ୍ଚାରେ ଢେଙ୍କାନାଳ ଜିଲ୍ଲା ମଠକରଗୋଳା ସ୍ଥିତ ମୁରଲୀ ମନହୋର ନାମ ମଠ। ଜଣେ ମହିଳାଙ୍କୁ ଯୌନ ନିର୍ଯାତନା ଦେବା ଅଭିଯୋଗରେ ଢେଙ୍କାନାଳର…
ଏଏସପି ରବୀନ୍ଦ୍ର ପଣ୍ଡାଙ୍କୁ ମିଳିବ ରାଷ୍ଟ୍ରପତି ପଦକ-କମାଣ୍ଡାଣ୍ଟ ନରେଶ ପଟେଲଙ୍କୁ ମିଳିବ ରାଷ୍ଟ୍ରପତି ପଦକ-ଦେଶର ୧୦୯୦ ଜଣଙ୍କୁ ମିଳିବ ସମ୍ମାନ-ବିଶେଷ ସେବା ପାଇଁ ୯୯ ଜଣଙ୍କୁ ମିଳିବ…