ଆଞ୍ଚଳିକ ଆଜି 12 ଘଣ୍ଟିଆ ବରଗଡ଼ ବନ୍ଦ Sukanta NayakJanuary 21, 2025 ବରଗଡ଼ ଆଜି 12 ଘଣ୍ଟିଆ ବନ୍ଦ ପାଳନବନ୍ଦ ପାଳନ ପାଇଁ ଡାକରା ଦେଲା ବରଗଡ଼ ନାଗରିକ କମିଟିଆଜି ସକାଳ 6ଟାରୁ ସନ୍ଧ୍ୟା 6ଟା ପର୍ଯ୍ୟନ୍ତ ଦୋକାନ ବଜାର ବନ୍ଦଜଙ୍ଗଲରୁ ଉଦ୍ଧାର ପୀଡ଼ିତାଙ୍କୁ ନ୍ୟାୟ ଦାବିରେ ବନ୍ଦ ପାଳନ
ବରଯାତ୍ରୀଙ୍କ ଆକ୍ରମଣରେ କନ୍ୟାର ବଡ଼ ଭାଇ ଗୁରୁତର, ବିବାହ ବାତିଲ । ଫୋକସ ପ୍ଲସ 26/2/23(ବଲାଙ୍ଗୀର): ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ମୁରିବାହାଲ ଗାଁରେ ବିଳମ୍ବତ ରାତି ଏକ ଘଟଣା ଘଟିଛି l ରାୟପୁର କୁକୁରବେଡା ଗାଁରୁ ଆସିଥିବା ବରଯାତ୍ରୀଙ୍କ…
ଓଡିଶା ସରକାର ଆମକୁ ଉଦ୍ଧାର କର ଫୋକସ ପ୍ଲସ (କଳାହାଣ୍ଡି) ୦୫/୦୭/୨୦୨୨: ଥମୁନି ଦାଦନ ସମସ୍ୟା।ପେଟ ପାଟଣା ପାଇଁ ଘର ଛାଡି ଯାଇଥିବା ଶ୍ରମିକ କେତେବେଳେ ଶବ ହୋଇ ଫେରୁଛି ତ ପୁଣି କେତେବେଳେ…
୧୭ଗୋଟି ଷଣ୍ଢକୁ ଗଛରେ ବାନ୍ଧିଲେ ସ୍ଥାନୀୟ ଚାଷୀ ଫୋକସ ପ୍ଲସ(ବଡ଼ଚଣା) ୧୨/୦୯/୨୦୨୨: ଏଭଳି ହୃଦୟ ବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବୈରୀ ଥାନା ଅନ୍ତର୍ଗତ ବିଦ୍ୟାଧର ପୁର ଗ୍ରାମ ଶେଷ…