ଖେଳ ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କର Sukanta NayakOctober 29, 2025 ଆଜି ଭାରତ-ଅଷ୍ଟ୍ରେଲିଆ ପ୍ରଥମ ଟି ଟ୍ବେଣ୍ଟି ଟକ୍କରଦିନିକିଆ ସିରିଜରେ ପରାଜୟ ପରେ ପ୍ରତିଶୋଧ ଲକ୍ଷ୍ୟରେ ଟିମ ଇଣ୍ଡିଆଅପରାହଣ ୧ ଟା ୪୫ ମିନିଟରୁ ମାନୁକା ଓଭାଲରେ ଖେଳାଯିବ ମ୍ୟାଚଅଧିନାୟକ ସୂର୍ଯ୍ୟକୁୋର ଯାଦବଙ୍କ ପାଇଁ ଅଗ୍ନି ପରୀକ୍ଷା
ଚାମ୍ପିୟନ୍ସ ଟ୍ରଫି : ଅଷ୍ଟ୍ରେଲିଆ-ଦକ୍ଷିଣ ଆଫ୍ରିକା ମ୍ୟାଚ୍ ବାତିଲ, ଦର୍ଶକ ନିରାଶ। ରାଓ୍ବଲପିଣ୍ଡି: ଆଇସିସି ଚାମ୍ପିୟନ୍ସ ଟ୍ରଫି ୨୦୨୫ର ସପ୍ତମ ମ୍ୟାଚ୍ ଫେବ୍ରୁଆରି ୨୫ତାରିଖରେ ରାଓ୍ଵଲପିଣ୍ଡିରେ ବିଶ୍ୱ ବିଜେତା ଅଷ୍ଟ୍ରେଲିଆ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାର ଥିଲା, କିନ୍ତୁ…
ଟାଇଟଲ୍ ପାଇଁ ଭାରତ ଏକ ବଡ ପ୍ରତିଦ୍ୱନ୍ଦ୍ୱୀ ଫୋକସ ପ୍ଲସ(ବ୍ୟୁରୋ): 2007ବର୍ଷ ଯେତେବେଳେ ମହେନ୍ଦ୍ର ସିଂ ଧୋନିଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଏକ ହାଫାଜାର୍ଡରେ ପରିଣତ ହୋଇଥିଲା, ଯେତେବେଳେ ପ୍ରଥମ ଟି-୨୦ ବିଶ୍ୱକପ୍ରେ ଖୁବ୍ କମ୍…
ରୋମାଞ୍ଚକର ମ୍ୟାଚରେ ଦିଲ୍ଲୀ ୧ ୱିକେଟରେ ଜିତିଲା ବିଶାଖାପାଟଣା : ବିଶାଖାପାଟଣାରେ ଆଜି ଆଇପିଏଲର ରୋମାଂଚ ଦେଖିବାକୁ ମିଳିଛି । ଗୋଟିଏ ସମୟରେ ୬୫ ରନରେ ୫ ୱିକେଟ ହରାଇ ସଂକଟରେ ପଡ଼ିଥିବା ଦିଲ୍ଲୀ କ୍ୟାପିଟାଲ୍ସ…